ETV Bharat / state

ବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ଦ୍ଧିତ ତୈଳଦର ନେଇ କେନ୍ଦୁଝରରେ ଯୁବ କଂଗ୍ରେସର ପ୍ରତିବାଦ । ଅଧିକ ପଢନ୍ତୁ...

ବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ
ବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ
author img

By

Published : Feb 21, 2021, 2:47 PM IST

କେନ୍ଦୁଝର: ବର୍ଦ୍ଧିତ ତୈଳଦର ନେଇ ଯୁବ କଂଗ୍ରେସର ପ୍ରତିବାଦ । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଘରୋଇ ରନ୍ଧନ ଗ୍ୟାସର ମଧ୍ୟ ବୃଦ୍ଧି ପାଇ ଚାଲିଛି । ଯେବେଠାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଆସିଲାଣି ସେବେଠାରୁ ଏହି ଦର ବୃଦ୍ଧି ପାଇଚାଲିଛି । ଏହି ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଅତିଷ୍ଠ ହୋଇଗଲାଣି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ

ଏହି ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି(ରବିବାର) ସ୍ଥାନୀୟ କଂଗ୍ରେସ ଭବନଠାରୁ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.