ETV Bharat / state

ଶୌଚ ହେବାକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ 2 ଯା’ ଗୁରୁତର - ପଡୋଶୀଙ୍କ ଆକ୍ରମଣରେ ମହିଳା ଗୁରୁତର

ଆନନ୍ଦପୁର ଥାନା ଫକୀରପୁର ଗାଁରେ ପଡୋଶୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

neighbor attack
ଫକୀରପୁର ଗାଁରେ ପଡୋଶୀଙ୍କ ଆକ୍ରମଣ
author img

By

Published : Dec 13, 2019, 5:19 PM IST

ଆନନ୍ଦପୁର: ପଡୋଶୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର । ଆନନ୍ଦପୁର ଥାନା ଫକୀରପୁର ଗାଁରେ ପଡୋଶୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମହିଳା ଗାଁର ସଂଞ୍ଜୁଲତା ଓ କନକ । ଏମାନେ ସମ୍ପର୍କରେ ଦୁହେଁ ଦୁଇ ଜାଆ ହୋଇଥିବା ଜଣାପଡିଛି ।

ଫକୀରପୁର ଗାଁରେ ପଡୋଶୀଙ୍କ ଆକ୍ରମଣ

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭରତଙ୍କ ୨ବର୍ଷର ନାତୀ ପଡିଶା ଘର ଦୁଆରେ ଶୌଚ ହେବାକୁ କେନ୍ଦ୍ରକରି ସଂଞ୍ଜୁଲତାଙ୍କ ସହ ପଡିଶା ଘରର ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା ।

ମାତ୍ର ଏହି ଘଟଣାକୁ କେନ୍ଦ୍ରକରି ଗୁରୁବାର ପଡିଶା ଘରଲୋକେ ଶୁକ୍ରବାର ଘରେ ପଶି ସଂଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜାଁଆ କନକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ହୋଇ ନଥିବାବେଳେ ଆକ୍ରମଣରେ ପଡୋଶୀ ଦିଲୁ ମହାନ୍ତି, ସଂଜୀବ ମହାନ୍ତି, ନାରାୟଣ ମହାନ୍ତିଙ୍କ ସହ ଅନ୍ୟ କେତେକ ସାମିଲ ଥିବା ଅଭିଯୋଗ ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଆନନ୍ଦପୁର ଥାନା ଫକୀରପୁର ଗାଁ ରେ ପଡୋଶୀ ଙ୍କ ଆକ୍ରମଣ ରେ ୨ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି |ଗୁରୁତର ମହିଳା ଗାଁ ର ସଂଜୁଲତା ଓ କନକ |ଗତକାଲି ଭରତ ଙ୍କ ୨ବର୍ଷ ର ନାତି ପଡିଶା ଘର ଦୁଆରେ ଝାଡା ବସିବାକୁ କେନ୍ଦ୍ରକରି ଜେଜେମା ସଂଜୁଲତା ଙ୍କ ସହ ପଡିଶା ଘରର ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା | ଗତକାଲିର ଏହି ଘଟଣା କୁ କେନ୍ଦ୍ରକରି ପଡିଶା ଘରଲୋକେ ଆଜି ଘରେ ପଶି ସଂଜୁଲତା ଙ୍କୁ ଆକ୍ରମଣ କରିଥିଲେ | ତାଙ୍କୁ ଉଦ୍ଧାର କରିବାକୁ ଯାଇ ଯାଆ କନକ ମଧ୍ଯ ଆକ୍ରମଣ ର ଶିକାର ହୋଇଥିଲେ |ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ | ଆକ୍ରମଣର ରେ ପଡୋଶୀ ଦିଲୁ ମହାନ୍ତି, ସଂଜୀବ ମହାନ୍ତି, ନାରାୟଣ ମହାନ୍ତି ଙ୍କ ସହ ଅନ୍ଯ କେତେକ ସାମିଲ ଥିବା ଅଭିଯୋଗ ହୋଇଛି |
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.