ETV Bharat / state

କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ଟ୍ରଲର ଚଳାଚଳ ବନ୍ଦ ଦାବୀ - କେନ୍ଦୁଝର ଟ୍ରକ ସଂଘ

ବର୍ତ୍ତମାନ କିଛି ରାଜ୍ୟ ବାହାରର ଟ୍ରଲର କେନ୍ଦୁଝର ଜିଲ୍ଲାରେ ପରିବହନ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେଣୁ କେନ୍ଦୁଝର ଟ୍ରକ ମାଲିକଙ୍କ ଜୀବିକା ବିପନ୍ନ ହେବାକୁ ଟ୍ରକ ମାଲିକ ମାନେ ଆଶଙ୍କା କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 3, 2019, 4:21 AM IST

କେନ୍ଦୁଝର: ଜିଲ୍ଲା ଟ୍ରକ ଗୁଡିକ ଉଚିତ ପରିବହନ, ଟୋଲ ଦେୟ ମୁକ୍ତ ଦାବି କରି ଜିଲ୍ଲା ଟ୍ରକ ମାଲିକ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଯୋଡ଼ା, ବଡ଼ବିଲ, କୋଇଡା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ । ସବୁ ସଙ୍ଘର କର୍ମକର୍ତ୍ତା ଜିଲ୍ଲାରେ ଟ୍ରଲର ଚଳାଚଳକୁ ବନ୍ଦ କରିବାକୁ ଦାବି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଥାଉକି, ସମସ୍ତ ସଙ୍ଘର କର୍ମକର୍ତ୍ତା ମାନେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଭେଟି ଉକ୍ତ ଅସୁବିଧା ସମ୍ପର୍କରେ ଆଲୋଚନା କରିବେ । ଆଲୋଚନାରେ ପ୍ରଶାସନ କିଛି ପଦକ୍ଷେପ ନନେଲେ ଆଗାମୀ ୧୫ ତାରିଖ ପରେ ଜିଲ୍ଲାର ସମସ୍ତ ଟ୍ରକ ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ଏକ ଖଣି ଖାଦାନ ଭରା ଜିଲ୍ଲା କେନ୍ଦୁଝର । ଏହି ଖଣିରେ ଶତାଧିକ ଟ୍ରକ ଜରିଆରେ ଲୁହାପଥର ବାହାରକୁ ପରିବହନ ହୋଇଥାଏ । ଏହି ଟ୍ରକ ଜରିଆରେ ଜିଲ୍ଲାର ହଜାର ହଜାର ବେକାର ଯୁବକ ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ବର୍ତ୍ତମାନ କିଛି ରାଜ୍ୟ ବାହାରର ଟ୍ରଲର ଜିଲ୍ଲାରେ ପରିବହନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ଫଳରେ ଜିଲ୍ଲାର ହଜାର ହଜାର ଟ୍ରକ ମାଲିକଙ୍କ ଜୀବିକା ବିପନ୍ନ ହେବାର ଟ୍ରକ ମାଲିକମାନେ ଆଶଙ୍କା କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଜିଲ୍ଲାରେ ଟ୍ରଲର ଚଳାଚଳ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଟ୍ରକ ସଂଘBody:
ଆଙ୍କର- କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ଭରା ଜିଲ୍ଲା । ଏହି ଖଣିରେ ଶତାଧିକ ଟ୍ରକ ଜରିଆରେ ଲୁହାପଥର ବାହାରକୁ ପରିବହନ ହୋଇଥାଏ । ଏହି ଟ୍ରକ ଜରିଆରେ ଜିଲ୍ଲାର ହଜାର ହଜାର ବେକାର ଯୁବକ ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ବର୍ତ୍ତମାନ କିଛି ରାଜ୍ୟ ବାହାରର ଟ୍ରଲର ଜିଲ୍ଲାରେ ପରିବହନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ଫଳରେ ଜିଲାର ହଜାର ହଜାର ଟ୍ରକ ମାଲିକଙ୍କ ଜୀବିକା ବିପନ୍ନ ହେବାକୁ ଟ୍ରକ ମାଲିକ ମାନେ ଆଶଙ୍କା କରୁଛନ୍ତି । ଜିଲ୍ଲାରେ ରାସ୍ତା ଘାଟ ଅସମ୍ପୂର୍ଣ୍ଣ ଥିବାରୁ ଟ୍ରକ ଗୁଡିକ ହଇରାଣ ହେଉଛନ୍ତି। ଏହା ସହ ଜିଲ୍ଲା ଟ୍ରକ ଗୁଡିକ ଉଚିତ ପରିବହନ, ଟୋଲ ଦେୟ ମୁକ୍ତ ଦାବି କରି ଜିଲ୍ଲା ଟ୍ରକ ମାଲିକ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଯୋଡ଼ା, ବଡ଼ବିଲ, କୋଇଡା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ସବୁ ସଙ୍ଘ ର କର୍ମକର୍ତ୍ତା ମାନେ ସର୍ବ ସମ୍ମତ କ୍ରମେ ଜିଲ୍ଲାରେ ଟ୍ରଲର ଚଳାଚଳକୁ ବନ୍ଦ କରିବାକୁ ଦାବି କରିଥିଲେ । ଏଥିପାଇଁ ସମସ୍ତ ସଙ୍ଘର କର୍ମକର୍ତ୍ତା ମାନେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଭେଟି ଆଲୋଚନା କରିବେ । ଆଲୋଚନା ରେ ପ୍ରଶାସନ କିଛି ପଦକ୍ଷେପ ନ ନେଲେ ଆଗାମୀ ୧୫ ତାରିଖ ପରେ ଜିଲ୍ଲାର ସମସ୍ତ ଟ୍ରକ ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ବାଇଟ-୧- ଦେବୁ ପଟ୍ଟନାୟକ ( ସହ ସମ୍ପାଦକ, ଜିଲ୍ଲା ଟ୍ରକ ମାଲିକ ସଂଘ )

ବାଇଟ-୨-ରମାକାନ୍ତ ନାୟକ ( ଉପସଭାପତି, ରାଜ୍ୟ ଟ୍ରକ ଫେଡରସନ ସଂଘ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.