ETV Bharat / state

କୋଭିଡ 19 ନିୟମ ଉଲ୍ଲଙ୍ଘନ, 3 ଦୋକାନ ସିଲ କଲା ପ୍ରଶାସନ - anandpur news

ଆନନ୍ଦପୁର ଉପଖଣ୍ଡରେ କୋଭିଡ ନିୟମ ତଥା ସାମାଜିକ ଦୂରତା ଉଲ୍ଲଙ୍ଘନ ମାମଲାରେ 3ଟି ଦୋକାନ ସିଲ କଲା ପ୍ରଶାସନ ।

three-shop-seal-for-violation-of-covid19-guideline-in-anandpur
କୋଭିଡ19 ନିୟମ ଉଲ୍ଲଙ୍ଘନ 3ଟି ଦୋକାନ ସିଲ କଲା ପ୍ରଶାସନ
author img

By

Published : Jun 12, 2020, 5:58 PM IST

ଆନନ୍ଦପୁର: କୋଭିଡ ନିୟମ ତଥା ସାମାଜିକ ଦୂରତା ଉଲ୍ଲଙ୍ଘନ 3ଟି ଦୋକାନ ସିଲ କଲା ପ୍ରଶାସନ । ଆନନ୍ଦପୁର ଉପଖଣ୍ଡରେ କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ରଜ ଉପଲକ୍ଷେ ଲୁଗା ଦୋକାନ ଗୁଡିକ ସକାଳ ୭ ରୁ ସନ୍ଧ୍ୟା ୭ ଯାଏଁ ଖୋଲା ଯାଉଛି ।

କୋଭିଡ19 ନିୟମ ଉଲ୍ଲଙ୍ଘନ 3ଟି ଦୋକାନ ସିଲ କଲା ପ୍ରଶାସନ

କୋଭିଡ19 ନିୟମ ଭିତରେ ରହି ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଅନେକ ଦୋକାନରେ ତାର ବିପରୀତ ଦେଖିବାକୁ ମିଳୁଛି । ଖୋଲାଖୋଲି କୋଭିଡ19 ନିୟମ ଉଲ୍ଲଙ୍ଘନ ଏନେଇ ଅଭିଯୋଗ ହେବାରୁ ପ୍ରଶାସନ ଆଜି କଡା ପଦକ୍ଷେପ ଗ୍ରହଣ କରିବା ସ୍ବରୂପ ଦୀପକ ଲୁଗା ଦୋକାନ ସହ 3ଟି ଦୋକାନକୁ ସିଲ କରିଛି । ଦୋକାନଟିରେ ଅତ୍ୟଧିକ ଭିଡ଼ ଥିବା ବେଳେ ସାମାଜିକ ଦୂରତା କୁ ଅମାନ୍ୟ କରାଯାଇଛି । ସେହିପରି ମାସ୍କ ବ୍ୟବହାର ହେଉନଥିବା ଦେଖିବାକୁ ମିିଳିଛି । ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ବାବୁଲି ପେରେଇ କହିଛନ୍ତି କୋଭିଡ19 ଗାଇଡଲାଇନ ପାଳନ ନ କଲେ ସେଗୁଡିକୁ ସିଲ କରାଯିବ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.