ETV Bharat / state

ମହିଳାଙ୍କ ସମସ୍ୟା ସମାଧାନ କଲେ ମହିଳା ଆୟୋଗ

author img

By

Published : Jan 17, 2020, 7:25 PM IST

ମହିଳାଙ୍କ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦୁଝରରେ ମହିଳା କମିସନଙ୍କ କ୍ୟାମ୍ପ କୋର୍ଟ । ଅଧିକ ପଢ଼ନ୍ତୁ...

state women commission, camp court by women commission, camp court in keonjhar,  hearing of cases on women, ମହିଳାଙ୍କ ସମସ୍ୟା ସମାଧାନ କଲେ ମହିଳା ଆୟୋଗ, ମହିଳା ଆୟୋଗ
ମହିଳାଙ୍କ ସମସ୍ୟା ସମାଧାନ କଲେ ମହିଳା ଆୟୋଗ

କେନ୍ଦୁଝର: ଦିନକୁ ଦିନ ମହିଳାଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏହି ସମସ୍ୟା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହାର ସମାଧାନ ପାଇଁ ହାତ ବଢାଇଛି ରାଜ୍ୟ ମହିଳା ଆୟୋଗ ।

ମହିଳାଙ୍କ ସମସ୍ୟା ସମାଧାନ କଲେ ମହିଳା ଆୟୋଗ

ରାଜ୍ୟ ମହିଳା ଆୟୋଗ ରାଜ୍ୟ କେନ୍ଦ୍ର ସ୍ଥଳୀ ଛାଡି ସବୁ ଜିଲ୍ଲାରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଏସବୁ ମାମଲାର ସମାଧାନ କରୁଛନ୍ତି । ଶୁକ୍ରବାର କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ମହିଳା ଆୟୋଗ ପକ୍ଷରୁ ଶିବିର ଅଦାଲତର ଆୟୋଜନ କରାଯାଇଥିଲା । ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ପ୍ରତିନିଧି ଦଳ ଏହି ଅଦାଲତରେ ସାମିଲ ହୋଇ ଶିବିରକୁ ପରିଚାଳନା କରିଥିଲେ ।

ଶୁକ୍ରବାର ଏହି ଶିବିରରେ 48ଟି ମାମଲାର ଆପୋଷ ସମାଧାନ କରିଥିଲେ ମହିଳା ଆୟୋଗ । ଏହାସହ କେନ୍ଦୁଝର ସହରରେ ଥିବା ସୁଧାର ଗୃହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମହିଳା ଆୟୋଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁ ବିକାଶ ୱାର୍ଡରେ ବୁଲି ଡାକ୍ତରୀ ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ମହିଳାଙ୍କ ସମସ୍ୟା ସମାଧାନ କଲେ ମହିଳା ଆୟୋଗBody:ଆଙ୍କର- ଦିନକୁ ଦିନ ମହିଳାଙ୍କ ଉପରେ ନିର୍ଯ୍ୟାତନା ଶିକାର ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି । ଏହି ନିର୍ଯ୍ୟାତନାକୁ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏହାର ସମାଧାନ ପାଇଁ ହାତ ବଢାଇଛି ରାଜ୍ୟ ମହିଳା ଆୟୋଗ । ରାଜ୍ୟ ମହିଳା ଆୟୋଗ ରାଜ୍ୟ କେନ୍ଦ୍ର ସ୍ଥଳୀ ଛାଡି ସବୁ ଜିଲ୍ଲା କେନ୍ଦ୍ରରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଏସବୁ ନିର୍ଯ୍ୟାତନା ର ସମାଧାନ କରୁଛନ୍ତି । ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଆୟୋଗ ପକ୍ଷରୁ ଶିବିର ଅଦାଲତର ଆୟୋଜନ କରାଯାଇଥିଲା ।ରାଜ୍ୟ ମହିଳା ଆୟୋଗ ର ଅଧଃକ୍ଷା ଡ଼ ମିନତୀ ବେହେରା ଙ୍କ ଅଧକ୍ଷତା ରେ ତିନି ଜଣିଆ ପ୍ରତିନିଧି ଦଳ ଏହି ଅଦାଲତ ରେ ସାମିଲ ହୋଇ ଶିବିର କୁ ପରିଚାଳନା କରିଥିଲେ । ଆଜିର ଶିବିରରେ ୪୮ ଟି କେଶର ଆପୋଷ ସମାଧାନ କରି ଥିଲେ ମହିଳା ଆୟୋଗ । ମହିଳା ଆୟୋଗ ପ୍ରଥମେ କେନ୍ଦୁଝର ସହରରେ ଥିବା ସ୍ୱାଧ୍ୟାର ଗୃହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହା ସହ ଆୟୋଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁ ବିକାଶ ୱାର୍ଡ ରେ ବୁଲି ଡାକ୍ତରୀ ଚିକିତ୍ସା ସମ୍ୱନ୍ଧ ରେ ପଚାରି ବୁଝିଥିଲେ ।

ବାଇଟ- ଡ଼ ମିନତୀ ବେହେରା ( ଚେୟାରମ୍ୟାନ, ରାଜ୍ୟ ମହିଳା ଆୟୋଗ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.