ETV Bharat / state

ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020 - କେନ୍ଦୁଝରର ସ୍ପିରିଟ୍‌ଜା

ସ୍ଥାନୀୟ କାଳି ପଡିଆରେ ସହର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସ୍ପିରିଟ୍‌ଜା ଦ୍ବାରା 2 ଦିନିଆ ଫେଷ୍ଟ-2020 ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବାର ଯୋଜନା ରହିଛି। ଅଧିକ ପଢନ୍ତୁ...

Spiritza fest 2020, keonjhar latest news, spiritza in keonjhar, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରର ସ୍ପିରିଟ୍‌ଜା, ସ୍ପିରିଟ୍‌ଜା ଫେଷ୍ଟ-2020
ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020
author img

By

Published : Jan 5, 2020, 11:29 PM IST

Updated : Jan 6, 2020, 3:01 AM IST

କେନ୍ଦୁଝର: ସ୍ଥାନୀୟ କାଳି ପଡିଆରେ ସହର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସ୍ପିରିଟ୍‌ଜା ଦ୍ବାରା 2 ଦିନିଆ ଫେଷ୍ଟ-2020 ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବାର ଯୋଜନା ରହିଛି। ଏଥିରେ ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ, ଲୋକ ନୃତ୍ୟ, ସଙ୍ଗୀତ ଓ ନାଟକ ଆଦି ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି।

ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କେନ୍ଦୁଝରବାସୀଙ୍କୁ ଅନୁଷ୍ଠାନ ଏପରି ଉପହାର ପ୍ରଥମ ଥର ପାଇଁ ଦେଉଥିବା ବେଳେ ଏହା ପଛରେ ଉଦେଶ୍ୟ ହେଉଛି ଜିଲ୍ଲାବାସୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କୋରିଓଗ୍ରାଫର ଆର୍ଯ୍ୟନଙ୍କ ସହ ବଲିଉଡ ଓ ଓଲିଉଡର ବଛା ବଛା କଳାକାର ନିଜ କଳା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝର କାଲିପଡ଼ିଆ ଠାରେ ଆରମ୍ଭ ହେଲା SPIRITZA ଦ୍ୱାରା ଆୟୋଜିତ ଫେଷ୍ଠ 2020
Body:ଆଙ୍କର- ସ୍ଥାନୀୟ କାଳି ପଡିଆ ରେ କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସ୍ପ୍ରିଜା ଦ୍ୱାରା ଦୁଇ ଦିନିଆ ଫେଷ୍ଟ 2020 ଆରମ୍ଭ ହୋଇଛି ।କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ । ଏଥିରେ କ୍ଲାସିକାଲ ଡେନ୍ସ, ମଡନ ଡ୍ୟାନ୍ସ ,ଫୋକ ସଂଗ, ଭୋକାଲ ସଂଗ, ଡ୍ରାମା, ଆଦି ପରିବେଷଣ କରାଯିବ । ଏଥିରେ ମୁଖ୍ୟ ଏତିଥି ରୂପେ ସଦର ବିଧାୟକ ମୋହନ ମାଝୀ, ନେସନାଲ ସ୍କୁଲ ଅଫ ଡ୍ରାମା ର ରେଜିଷ୍ଟାର ପ୍ରଦୀପ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କେନ୍ଦୁଝର ବାସୀଙ୍କୁ ଏପରି ଉପହାର ପ୍ରଥମ ଥର ପାଇଁ spiritza ଦେଉଥିବା ବେଳେ ଏହା ପଛରେ ଉଦେଶ୍ୟ ଥିଲା ଜିଲ୍ଲା ବାସୀଙ୍କ ମଧ୍ୟ ରେ ଥିବା ଲୁକାୟିତ ପ୍ରତିଭା କୁ କିପରି ସାମ୍ନା କୁ ଅଣାଯାଇ ପାରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କୋରିୟଗ୍ରାଫର ଆର୍ୟନ ତା ସାଂଗକୁ ବଲିଉଡ ଓ ଓଲିଉଡର ବଛା ବଛା କଳାକାର ନିଜ କଳା ପରିବେଷଣ କରିବେ ।
ବାଇଟ- ୧- ମୋହନ ଚରଣ ମାଝୀ ( ସଦର ବିଧାୟକ)
ବାଇଟ-୨-ପ୍ରଦୀପ ମହାନ୍ତି ( ରେଜିଷ୍ଟାର,ନେସନାଲ ସ୍କୁଲ ଅଫ ଡ୍ରାମା )Conclusion:
Last Updated : Jan 6, 2020, 3:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.