ETV Bharat / state

ଗଛରେ ପିଟିହେଲା ଅଟୋ, 6 ଗୁରୁତର - keonjhar

ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ମୋଟ 8ଜଣଙ୍କ ମଧ୍ୟରୁ 6 ଜଣ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 14, 2019, 3:02 PM IST

କେନ୍ଦୁଝର: ଆଜି ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋ ଯୋଗେ କାଦୁଡ଼ିହା ଗ୍ରାମରୁ ଭାଲୁକୁମା ଗ୍ରାମକୁ ଯିବା ସମୟରେ ଘଟିଛି ଦୁର୍ଘଟଣା । ଗୋଟିଏ ବାହାଘର ପାଇଁ ଯାଉଥିବାବେଳେ କେନ୍ଦୁଆପଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ଅଟୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଅଟୋରେ ଡ୍ରାଇଭରକୁ ମିଶାଇ ମୋଟ 8 ଜଣ ଥିଲେ । ତେବେ ଦୁର୍ଘଟଣାରେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ମାତ୍ର ଏଥି ମଧ୍ୟରୁ 4ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ,୬ ଗୁରୁତର
ଆଙ୍କର- ଆଜି ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ନିକଟରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଯୋଗେ କାଦୁଡ଼ିହା ଗ୍ରାମରୁ ଭାଲୁକୁମା ଗ୍ରାମକୁ ଅଟୋ ଡ୍ରାଇଭର କୁ ମିଶାଇ ଆଠ ଜଣ ବାହାଘର ପାଇଁ ଯାଉଥିଲେ । କୌଣସି କାରଣରୁ ଏହି ଅଟୋ ଟି କେନ୍ଦୁଆପଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲା । ଫଳରେ ୬ ଜଣ ଗୁରୁତର ହୋଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଛନ୍ତି । ଏଥି ମଧ୍ୟରୁ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି । ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.