ETV Bharat / state

ସବ ରେଜିଷ୍ଟ୍ରାର ଅଫିସ ସ୍ଥାନାନ୍ତରଣ ଦାବିରେ ଗଣଧାରଣା - ଆନନ୍ଦପୁର

ସାଇଁକୁଳ ସବ ରେଜିଷ୍ଟ୍ରାର ଅଫିସ ସ୍ଥାନାନ୍ତରଣ ଦାବିରେ ଗଣଧାରଣା । ଏହି କାର୍ଯ୍ୟାଳୟକୁ ସାଇଁକୁଳ ସ୍ଥିତ ନୂତନ ଗୃହକୁ ଉଠାଇବାକୁ ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସ୍ଥାନାନ୍ତରିତ ହୋଇ ପାରୁନାହିଁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 11, 2019, 7:19 PM IST

ଆନନ୍ଦପୁର: ସ୍ଥାନୀୟ ସାଇଁକୁଳ ସବ ରେଜିଷ୍ଟ୍ରାର ଅଫିସ ସ୍ଥାନାନ୍ତରଣ ଦାବିରେ ଗଣଧାରଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ଘଷିପୁରାଠାରେ ଆନନ୍ଦପୁର ସବଡିଭିଜନର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ କାର୍ଯ୍ୟ କରିଆସୁଅଛି। ତେବେ ଆନନ୍ଦପୁର ସବଡିଭିଜନର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଇଁ ନୂତନ ସରକାରୀ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ରେଜିଷ୍ଟ୍ରାର କାର୍ଯ୍ୟାଳୟ ନୂତନ ଗୃହକୁ ସ୍ଥାନାନ୍ତରଣ ହେବା ପରିବର୍ତ୍ତେ ଏବେ ଯାଏଁ ଘଷିପୁରାସ୍ଥିତ ଏକ ଭଡା ଘରେ କାର୍ଯ୍ୟାଳୟ କାର୍ଯ୍ୟ ଚାଲୁଛି।

ଏହି କାର୍ଯ୍ୟାଳୟକୁ ସାଇଁକୁଳ ସ୍ଥିତ ନୂତନ ଗୃହକୁ ଉଠାଇବା ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସ୍ଥାନାନ୍ତରିତ ହୋଇ ପାରୁନାହିଁ । ତେଣୁ ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାଇଁକୁଳ ଗ୍ରାମବାସୀ ଗୁରୁବାର ଗଣଧାରଣା କରିଥିଲେ। ତେବେ ଏନେଇ ପ୍ରଶାସନ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଗଣଧାରଣା ହଟିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.