ETV Bharat / state

ନାଗରିକତା ସଂଶୋଧନ ଅଧିନିୟମ ନେଇ ଜନ ଜାଗରଣ ପଦଯାତ୍ରା

ନାଗରିକତା ସଂଶୋଧନ ଅଧିନିୟମ ନେଇ କେନ୍ଦୁଝରରେ ଜନ ଜାଗରଣ ପଦଯାତ୍ରା । ଭାରତୀୟ ଜନତା ପାର୍ଟି କେନ୍ଦୁଝର ଶାଖାର ଆହ୍ବାନ କ୍ରମେ ଆହ୍ବାନ ହୋଇଛି ପଦଯାତ୍ରା। ଅଧିକ ପଢନ୍ତୁ...

rally for caa in keonjhar by bjp
ଜନ ଜାଗରଣ ପଦଯାତ୍ରା
author img

By

Published : Jan 21, 2020, 7:21 PM IST

କେନ୍ଦୁଝର: କେନ୍ଦୁଝରରେ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ଜନଜାଗରଣ ରାଲି ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟି କେନ୍ଦୁଝର ଶାଖାର ଆହ୍ବାନ କ୍ରମେ ମଙ୍ଗଳବାର ଦିନ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ରାଲି ଅନୁଷ୍ଠିତ ହୋଇଛି ।

ଅଧିନିୟମ ନେଇ ଜନ ଜାଗରଣ ପଦଯାତ୍ରା

କେନ୍ଦୁଝର କାଲିପଡ଼ିଆ ଠାରୁ ଏହି ରାଲି ବାହାରି ଟେଲିଫୋନ ଛକ ଦେଇ କୋର୍ଟ ଛକ, ଲବଣ୍ୟ ଛକ, ମାଇନିଂ ଛକ, ସିରାଜୁଦ୍ଦିନ ଛକ ଓ ଗାନ୍ଧୀ ଛକ ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ହୋଇଥିଲା । ଏଥିରେ ବିଭିନ୍ନ ବକ୍ତାମାନେ ସିଏଏ ସପକ୍ଷରେ ମତଦେଇ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ଦଳମାନେ ସଂଶୋଧନ ନାଗରିକତା ଅଧିନିୟମର କିପରି ବିରୋଧ କରୁଛନ୍ତି ଏବଂ ଅନ୍ୟାନ୍ୟ ଦିଗ ଉପରେ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ,ଭାଜପା ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ପୂର୍ବତନ ଜିଲ୍ଲା ସଭାପତି ମୁରଲି ମୋନହର ଶର୍ମା ପ୍ରମୁଖ ସାମିଲ ଥିଲେ । ଏହି ରାଲିରେ ଜିଲ୍ଲାର କୋଣ ଅନୁକୋଣରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ମଧ୍ୟ ଯୋଗ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

Intro:ନାଗରିକ ସଂସୋଧନ ଅଧିନିୟମ ଜନ ଜାଗରଣ ପଦଯାତ୍ରା Body:କେନ୍ଦୁଝର ଠାରେ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ଜନଜାଗରଣ ରାଲି । ଭାରତୀୟ ଜନତା ପାଟି କେନ୍ଦୁଝର ଶାଖାର ଆହ୍ୱାନ କ୍ରମେ ମଙ୍ଗଳବାର ଦିନ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ରାଲି ଅନୁଷ୍ଠିତ ହୋଇଛି । କେନ୍ଦୁଝର କାଲିପଡ଼ିଆ ଠାରୁ ଏହି ରାଲି ବାହାରି ଟେଲିଫୋନ ଛକ ଦେଇ କୋର୍ଟ ଛକ, ଲବଣ୍ୟ ଛକ,ମାଇନିଂ ଛକ, ସିରାଜୁଦ୍ଦିନ ଛକ ଓ ଗାନ୍ଧୀ ଛକ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ହୋଇଥିଲା । ଏଥିରେ ବିଭିନ୍ନ ବକ୍ତାମାନେ ସି ଏ ଏ ସପକ୍ଷରେ ମତଦେଇ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ଦଳମାନେ ସଂଶୋଧନ ନାଗରିକତା ଅଧିନିୟମର କିପରି ବିରୋଧ କରୁଛନ୍ତି ଏବଂ ଅନ୍ୟାନ୍ୟ ଦିଗ ଉପରେ ମତଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି , କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ,ଭାଜପା ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ପୂର୍ବତନ ଜିଲ୍ଲା ସଭାପତି ମୁରଲି ମୋନହର ଶର୍ମା ପ୍ରମୁଖ ସାମିଲ ଥିଲେ । ଏହି ରାଲି ରେ ଜିଲ୍ଲାର କୋଣ ଅନୁକୋଣ ରୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କର୍ମୀ ଙ୍କ ସହ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ମଧ୍ୟ ଯୋଗ ଦେଇଥିଲେ ।
ବାଇଟ - ୧- ରୁଦ୍ର ନାରାୟଣ ପାଣି ( ପୂର୍ବତନ ସାଂସଦ)ଧଳା ଚୁଟି ଥିବା ଲୋକ

ବାଇଟ - ୨ - ମୋହନ ଚରଣ ମାଝି ( ବିଧାୟକ) କଳା କୋର୍ଟ ପିନ୍ଧିଥିବା ଲୋକ

ବାଇଟ-୩ - ଅଂଶୁମାନ ସବୁଜ ବର୍ମା ମହାନ୍ତ ( ଜିଲ୍ଲା ସଭାପତି ବିଜେପି) ହଳଦିଆ କୋର୍ଟ ପିଢିଥିବା ଲୋକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.