ETV Bharat / state

ମାସ୍କ ଓ ସାନିଟାଇଜର ବାଣ୍ଟି ରାଜୀବ ଗାନ୍ଧୀଙ୍କୁ ମନେ ପକାଇଲେ ଯୁବ କଂଗ୍ରେସ କର୍ମୀ

ରାଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦୁଝର ସହରରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଦ୍ବାରା ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ । ଅଧିକ ପଢନ୍ତୁ...

author img

By

Published : May 21, 2021, 2:25 PM IST

ମାସ୍କ ଓ ସାନିଟାଇଜର ବାଣ୍ଟି ରାଜୀବ ଗାନ୍ଧୀଙ୍କୁ ମନେ ପକେଇଲେ ଯୁବ କଂଗ୍ରେସ କର୍ମୀ

କେନ୍ଦୁଝର: କେନ୍ଦୁଝର ସହରରେ ଆଜି ରାଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧବାର୍ଷିକୀ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ସହରରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଦ୍ବାରା ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

କଂଗ୍ରେସ କର୍ମୀ ମାନେ କୋରୋନା କାଳରେ ଲୋକଙ୍କୁ ସଚେତନ କରିବା ସହ କିପରି ଏକି ମହାମାରୀରୁ ଦୂରେଇପାରିବେ ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । କର୍ମୀମାନେ ବିଭିନ୍ନ ଛକ ଓ ପଦଯାତ୍ରୀଙ୍କୁ ଏହି ମାସ୍କ ବାଣ୍ଟିଥିଲେ । ଆଗାମୀ ଦିନରେ ଏଭଳି ସଚେତନତା ଅଭିଯାନଓ ସେବା କାର୍ଯ୍ୟ ଜାରି ରହିବ ବୋଲି ଯୁବ କଂଗ୍ରେସ ସଭାପତି ସୁନେସ ଧୀର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.