ETV Bharat / state

'ସାମାଜିକ ଦୂରତ୍ୱ ଭଙ୍ଗ ଓ ମାସ୍କ ନପିନ୍ଧିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ'

author img

By

Published : Apr 7, 2020, 12:11 PM IST

ଲୋକମାନଙ୍କୁ ବାରମ୍ବାର ଅବଗତ ସତ୍ତ୍ବେ ମଧ୍ୟ ସେମାନେ ମାସ୍କ ପିନ୍ଧୁ ନାହାଁନ୍ତି କି ସାମାଜିକ ଦୁରତ୍ବ ରକ୍ଷା କରୁ ନାହାଁନ୍ତି। ତେଣୁ ଯେଉଁମାନେ ଏହାକୁ ଅମାନ୍ୟ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଜିଲ୍ଲାପାଳ କହିଛନ୍ତି।

od_kjr__collector_massege_
'ସାମାଜିକ ଦୂରତ୍ୱ ଭାଙ୍ଗିଲେ ଓ ମାସ୍କ ନପିନ୍ଧିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ'

କେନ୍ଦୁଝର: ଦିନକୁ ଦିନ କୋରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସାଙ୍ଗକୁ ସାମାଜିକ ଦୂରତ୍ୱ, ସ୍ୱଚ୍ଛତା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି । ସାଧାରଣ ଜନସାଧାରଣ ବଜାର ଦୋକାନ ଗୁଡିକରେ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେବାପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

'ସାମାଜିକ ଦୂରତ୍ୱ ଭଙ୍ଗ ଓ ମାସ୍କ ନପିନ୍ଧିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ'

ଏହା ସ୍ୱତେ ସାଧାରଣ ନାଗରିକ ଓ ଦୋକାନୀ ଏହାକୁ ଠିକ ସେ ମାନୁ ନାହାନ୍ତି । ଏହା ସାଙ୍ଗକୁ ଘରୁ ବାହାରକୁ ବାହାରିଲେ ମୁହଁ ରେ ମାସ୍କ କିମ୍ବା ରୁମାଲ ବାନ୍ଧିବାକୁ ନିବେଦନ କରାଯାଇଛି । ଦୋକାନ ଗୁଡିକରେ ସାମାଜିକ ନିୟମ ନମାନିଲେ ଦୋକାନ ବନ୍ଦ କରିବା ସହ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.