ETV Bharat / state

ହବିଷ୍ୟାଳିଙ୍କ ରାଇଦାମୋଦର ପୂଜା

କାର୍ତ୍ତିକ ମାସକୁ ଧର୍ମ ମାସ କୁହାଯାଏ। ଏହି ମାସରେ ପ୍ରଭୁ ଶିବଙ୍କର ବଡ ଓଷା ପାଳନ କରାଯାଏ। ଭକ୍ତମାନେ ମାସ ସାରା ନିରାମିଷ ଖାଇ ଏହି ବ୍ରତ ପାଳନ କରିଥାନ୍ତି । ତେବେ ଏନେଇ କେନ୍ଦୁଝର ଜିଲ୍ଲା ଶାଳପଡା ସ୍ଥିତ ଶିବ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି ।

କେନ୍ଦୁଝର
author img

By

Published : Nov 10, 2019, 1:19 PM IST

ଆନନ୍ଦପୁର: ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲା ଶାଳପଡା ସ୍ଥିତ ଶିବ ମନ୍ଦିର । ବ୍ରତଧାରୀମାନେ ଏଠାରେ ରହି ରାଇଦାମୋଦର ପୂଜା, ଲଷ୍ମୀ ନାରାୟଣ ପୂଜା କରିଥାନ୍ତି ।

ହବିଷ୍ୟାଳିଙ୍କ ରାଇଦାମୋଦର ପୂଜା

ଆଖପାଖ ଗ୍ରାମରୁ ଆସିଥିବା ହବିଷ୍ୟାଳିମାନେ ସଂସାର ଜଞ୍ଜାଳ ଛାଡି ଏଠାରେ ସମସ୍ତେ ଏକାଠି ହୋଇଥାନ୍ତି ଓ ହରିନାମ ଜପିବା ସହ ହରିକଥା ଶୁଣିଥାନ୍ତି ।

ଆଖପାଖ ଗାଁରୁ ହବିଷ୍ୟାଳିମାନେ ମନ୍ଦିର ପରିସରରେ ରହି ତାଙ୍କର ସ୍ବତନ୍ତ୍ର ପୂଜା କରିଥାନ୍ତି। ସକାଳୁ ସ୍ନାନ କରି ଚଉରା ମୂଳେ ମୁରୁଜ ପକାଇ ରାଇଦାମୋଦର ପୂଜା, ଲାଷ୍ମୀନାରାୟଣ ପୂଜା କରିଥାନ୍ତି। ନିଷ୍ଠାର ସହ ନିଜକୁ ସମର୍ପି ପୂଜା କଲେ ଭଗବାନ ଶ୍ରୀକୃଷ୍ଣ ପ୍ରାପ୍ତି ହୋଇଥାଏ ଏବଂ ସଂସାର ଜଞ୍ଜାଳରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ହବିଷ୍ୟାଳିମାନେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:1011_AND_PKG_Panchuka_R

ଆଙ୍କର-ଆମ ସଂସ୍କୃତି ରେ ଆମ ପରମ୍ପରା ରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ମୁଖ୍ୟ ତ ଯେଉଁ ୧୨ ମାସ ମଧ୍ୟରୁ ୪ ମାସ ର ଗୁରୁତ୍ୱ ଥାଏ ତାହା ମଧ୍ୟରେ କାର୍ତିକ ମାସ ଅନ୍ୟତମ। ଏହି ମାସକୁ ଧର୍ମ ମାସ କୁହାଯାଏ। ଏହି ମାସରେ ପ୍ରଭୁ ଶିବଙ୍କର ବଡ ଓଷା ପାଳନ କରାଯାଏ। ଭକ୍ତ ମାନେ ମାସ ସାରା ହବିଷାଅନ ଖାଇ ଏହି ବ୍ରତ ପାଳନ କରିଥାନ୍ତି।
ଭିଓ-୧-ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ଏହି ବ୍ରତରେ ସମସ୍ତ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ପଞ୍ଚୁକ ପାଳନ କରିଥାନ୍ତି। ନିରାମିଷ ଭୋଜନ କରିଥାନ୍ତି। ବଡି ଭୋରୁ ସ୍ନାନ କରି ପ୍ରଭୁ ସଦାଶିବ ଙ୍କୁ ଦର୍ଶନ କଲେ ପୃଣ୍ୟ ଫଳ ମିଳେ ବୋଲି କହିଛନ୍ତି ଦର୍ଶନାର୍ଥୀ । ସେଥିପାଇଁ ଚଳଚଂଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲା ଶାଳପଡା ସ୍ଥିତ ଶିବ ମନ୍ଦିର । ଏଠାରେ ରହି ରାଇଦାମୋଦର ପୂଜା ,ଲଷ୍ମୀ ନାରାୟଣ ପୂଜା କରିଥାନ୍ତି ଆଖପାଖ ଗ୍ରାମରୁ ଆସିଥିବା ହବିଶାଳୀ ମାନେ ସଂସାର ଜଞ୍ଜାଳ ଛାଡି ଏଠାରେ ସମସ୍ତେ ଏକାଠି ହୋଇ ହରିନାମ ଜପିବା ସହ ହରିକଥା ଶୁଣିବା ରେ ଆତ୍ମା ଶାନ୍ତି ମିଳିଥାଏ ବୋଲି କହିଛନ୍ତି ବ୍ରତଧାରୀ।

ବାଇଟି-୧-ହବିଷାଳି
ବାଇଟି-୨-ହବିଷାଳି

ଭିଓ-୨-ବିଶ୍ୱାସ ମୂଳେ ଜଗନ୍ନାଥ। ସେହି ବିଶ୍ୱାସ ନେଇ ଆଖପାଖ ଗ୍ରାମରୁ ହବିଶାଳୀ ମାନେ ମନ୍ଦିର ପରିସରରେ ରହି ତାଙ୍କର ସ୍ୱତନ୍ତ୍ର ପୂଜା କରିଥାନ୍ତି। ସକାଳୁ ସ୍ନାନ କରି ଚଉଁରା ମୂଳେ ମୁରୁଜ ପକାଇ ରାଇଦାମୋଦର ପୂଜା ଲାଷ୍ମୀ ନାରାୟଣ ପୂଜା କରିଥାନ୍ତି। ନିଷ୍ଠାର ସହ ନିଜକୁ ସମର୍ପି ପୂଜା କଲେ ଭଗବାନ ଶ୍ରୀକୃଷ୍ଣ ପ୍ରାପ୍ତି ହୋଇଥାଏ ଏବଂ ସଂସାର ଜଞ୍ଜାଳ ରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ହବିଶାଳୀ ମାନେ । ସନ୍ଧ୍ୟାରେ କାର୍ତିକ ମହିମା ଉପରେ ବହି ପଢାଯାଏ ଓ ପ୍ରବଚନ କରାଯାଏ।

ବାଇଟି-୩-ହବିଷାଳି

FVO- ଆମ ସଂସ୍କୃତି ପରମ୍ପରା ଆମ ମାନଙ୍କର ସ୍ୱତନ୍ତ୍ର ପରିଚୟ ଓ ଏଥିପାଇଁ ଆଜି ଆମେ ଗର୍ବିତ। ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.