ETV Bharat / state

କେନ୍ଦୁଝରରେ ଅନଲାଇନ ମଦ ବିକ୍ରିକୁ ମିଳିଲା ଅନୁମତି - Online wine sales

ଅବକାରୀ ବିଭାଗ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନରେ ଷ୍ଟକ ଯାଞ୍ଚ ପରେ ଅନଲାଇନ୍‌ରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝରରେ ଅନଲାଇନ ମଦ ବିକ୍ରିକୁ ମିଳିଲା ଅନୁମତି

author img

By

Published : May 25, 2020, 4:39 PM IST

କେନ୍ଦୁଝର: ବହୁ ବାଦ ବିବାଦ ପରେ ସୋମବାରଠାରୁ ଅନଲାଇନ୍‌ରେ ଆରମ୍ଭ ହୋଇଛି ମଦ ବିକ୍ରି । କେନ୍ଦୁଝରରେ ବି ଅନଲାଇନ ମଦ ବିକ୍ରିକୁ ମିଳିଛି ଅନୁମତି । ଅବକାରୀ ବିଭାଗ ସହରର ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନରେ ଷ୍ଟକ୍‌ ଯାଞ୍ଚ ପରେ ଅନଲାଇନ୍‌ରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ।

କେନ୍ଦୁଝରରେ ଅନଲାଇନ ମଦ ବିକ୍ରିକୁ ମିଳିଲା ଅନୁମତି

ଗ୍ରାହକମାନେ ମଦ ଦୋକାନରେ ଦିଆଯାଇଥିବା ନମ୍ବରରେ ଫୋନ କରି ଘରକୁ ମଦ ମଗାଇ ପାରିବେ । ଆଉ ମଦ ଦୋକାନ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ଲୋକେ ଗ୍ରାହକଙ୍କ ପାଖରୁ ସରକାରୀ ମଦ ଉପରେ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ନେବା ସହ ଡେଲିଭରୀ ଚାର୍ଜ ନେବେ ବୋଲି ଜଣା ପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.