ETV Bharat / state

ଅଷ୍ଟ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ - maa tarini in asta mahishamardini besa

ଚାଲିଛି ନବରାତ୍ରୀ । ଦେବୀ ମଣ୍ଡପରୁ ଦେବୀ ପୀଠ ସବୁଠି ମା’ଙ୍କ ଦର୍ଶନ ପାଇଁ ଭିଡ । ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି ।

ଡିଜାଇନ ଫଟୋ
author img

By

Published : Oct 7, 2019, 12:24 PM IST

କେନ୍ଦୁଝର: ସାରା ଦେଶରେ ଦୁର୍ଗା ପୂଜାର ମାହୋଲ । ଦେବୀ ମଣ୍ଡପରୁ ଦେବୀ ପୀଠ ସବୁଠି ମା’ଙ୍କ ଦର୍ଶନ ପାଇଁ ଭିଡ । ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ମା’ଙ୍କ ପୀଠରେ ବିଶେଷ କରି ସପ୍ତମୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଆଜି ନବମୀ ଅବସରରେ ମା’ ତାରିଣୀ ଅଷ୍ଟ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଆସନ୍ତାକାଲି ବିଜୟା ଦଶମୀ ଉପଲକ୍ଷେ ମାଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଅଷ୍ଟ ମହିଷାମର୍ଦ୍ନିନୀ ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ

Body:ଆଙ୍କର- ସାରା ଦେଶରେ ଦୁର୍ଗା ପୂଜାର ମାହୋଲ । ଦେବୀ ମଣ୍ଡପ ରୁ ।ଦେବୀ ପୀଠ ସବୁଠି ମା ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ସେହିପରି ଘଟଗାଁ ମା ତାରିଣୀଙ୍କର ପିଠରେ ମା ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି । ମା ଙ୍କ ପିଠରେ ବିଶେଷ କରି ସପ୍ତମୀ ରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଆଜି ନବମୀ ଅବସରରେ ମା ତାରିଣୀ ଅଷ୍ଠ ମହିଷାମର୍ଦ୍ନିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ବିଜୟା ଦଶମୀ ଉପଲକ୍ଷେ ମାଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.