ETV Bharat / state

ଫାଇନାନ୍ସ କର୍ମଚାରୀଙ୍କ ଠାରୁ 75 ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

author img

By

Published : Sep 26, 2019, 2:40 PM IST

ରାଜ୍ୟରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ 75 ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣାର ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟସ୍ଥ ସଞ୍ଜଡିଆ ଛକ ନିକଟରେ ଏକ ବଡଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନାନୁଯାୟୀ, ଭାରତ ଫାଇନାନ୍ସ ଲିମିଟେଡ଼ କମ୍ପାନୀର କର୍ମଚାରୀ ନିକଟସ୍ଥ ଗ୍ରାମରୁ ପ୍ରତ୍ୟେକ ଦିନ ଗୁରୁବାର ମଧ୍ୟ ଲୋନ ଟଙ୍କା ଆଦାୟ କରି ଫେରୁଥିଲେ । ପାଖାପାଖି 75 ହଜାର ଲୋନ ଟଙ୍କା ଆଦାୟ କରି ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପଛ କରି ଆସୁଥିଲେ । ସଞ୍ଜଡିଆ ଛକ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ପଛ ପଟୁ ଆକ୍ରମଣ କରିବା ସହ ତାଙ୍କ ବାଇକ୍‌ ଡିକିରୁ 75 ହଜାର ଟଙ୍କା ନେଇ ପଳାଇଥିଲେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର

ଉକ୍ତ ଘଟଣାକୁ ନେଇ ବ୍ୟକ୍ତି ଜଣକ ଚମ୍ପୁଆ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦିନ ଦୀପହରେ ଟଙ୍କା ଲୁଟିନେଲେ ଦୁର୍ବୁତ୍ତBody:
ଆଙ୍କର- ଦିନ ଦୀପହରେ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣକରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟସ୍ଥ ସଂଡ଼ିଆ ଛକ ନିକଟରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । ପ୍ରକାଶ ଯେ ଭାରତ ଫାଇନାନ୍ସ ଲିମିଟେଡ଼ କମ୍ପାନୀ ର କର୍ମଚାରୀ ନିକଟସ୍ଥ ଗ୍ରାମ ଗୁଡିକରୁ ସବୁ ଦିନ ପରି ଲୋନ ଟଙ୍କା ଆଦାୟ କରି ଫେରୁଥିଲେ । କର୍ମଚାରୀ ଜଣକ ପ୍ରାୟ ୭୫ ହଜାର ଟଙ୍କା ଧରି ଫେରୁଥିବା ସମୟରେ ତାଙ୍କୁ ଦୁଇ ଜଣ ଦୁର୍ବୁତ୍ତ ପିଛା କରି ଆସୁଥିଲେ । ଉକ୍ତ ଛକ ନିକଟରେ ଉକ୍ତ ଦୁର୍ବୁତ୍ତ ମାନେ କମ୍ପାନୀ ର କର୍ମଚାରୀ ଙ୍କୁ ପଛ ପଟୁ ଆକ୍ରମଣ କରି ତାଙ୍କ ବାଇକ ଡିକି ରୁ ୭୫ହଜାର ଟଙ୍କା ନେଇ ପଳାଇଥିଲେ । କର୍ମଚାରୀ ଜଣକ ଚମ୍ପୁଆ ଥାନା ରେ ଏନେଇ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.