ETV Bharat / state

ଦୋକାନୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

author img

By

Published : May 12, 2020, 7:55 PM IST

ଦୋକାନୀଙ୍କ ପାଇଁ ନିର୍ଦ୍ଦେଶନମା ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ଦୋକାନକୁ ଆସୁଥିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ପରିଚୟ ଲେଖି ରଖିବା ବାଧ୍ୟତା ମୂଳକ । ଅଧିକ ପଢନ୍ତୁ....

Kendujhar district administration issued instructions to the shopkeepers
ଦୋକାନୀଙ୍କ ପାଇଁ ନିର୍ଦ୍ଦେଶନମା ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

କେନ୍ଦୁଝର: ମହାମାରୀର ରୂପ ନେଇଛି କୋରୋନା । ସଂକ୍ରମଣ ରୋକିବାକୁ କେନ୍ଦୁଝର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ଟ୍ବିଟର ମାଧ୍ୟମରେ ନୂତନ ନିର୍ଦ୍ଦେ ଶନାମା ଜାରି କରିଛି । ଏହି ନିର୍ଦ୍ଦେଶନାମାରେ ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନକୁ ସବୁଦିନ ଆସୁଥିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ପରିଚୟ ଲେଖି ରଖିବେ ।

ଏଥିପାଇଁ ଏକ ରେଜିଷ୍ଟର ରଖି ସେଥିରେ ଏହାକୁ ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ସଂକ୍ରମିତଙ୍କ କଣ୍ଟାକ୍ତ ଟ୍ରେସିଂ ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.