ETV Bharat / state

ଶ୍ବାସନଳୀରେ ଖେଳନା ଅଟକି ଶିଶୁକନ୍ୟାର ମୃତ୍ୟୁ

କୁରକୁରେ ଖାଇବା ବେଳେ ପ୍ୟାକେଟରେ ଥିବା ଖେଳନାକୁ ଗିଳି ଦେଲେ ଦେଢବର୍ଷର ଶିଶୁକନ୍ୟା । ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଲା ଏହି ନିରିହ ଶିଶୁ।

author img

By

Published : Jun 25, 2019, 1:06 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି କୋଳିପଦି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଖେଳନା ଗିଳି ଦେବାରୁ ଜଣେ ଦେଢ଼ବର୍ଷ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

ଖବରରୁ ଜଣାଯାଇଛି ଯେ, କୋଳିପଦି ଗ୍ରାମର ବିଦ୍ୟାଧର ଜେନାଙ୍କ ଦେଢ଼ବର୍ଷର ଏକ ଶିଶୁକନ୍ୟା କୁରକୁରେ ପ୍ୟାକେଟରେ ଆସୁଥିବା ଏକ ପ୍ଲାଷ୍ଟିକ ଖେଳନାକୁ ପାଟିରେ ପୁରାଇ ଦେଇଥିଲା । ଖେଳନାଟି ଶିଶୁଟିର ଶ୍ବାସନଳୀରେ ଲାଗିଯାଇଥିଲା ।

ଏହାପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଆନନ୍ଦପୁର ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିଭି ଭାରତ

ଆନନ୍ଦପୁର
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର କୋଳିପଦି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଖେଳନା ଗିଳିଦେବାରୁ ଜଣେ ଦେଢ଼ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିଦ୍ୟାଧର ଜେନାଙ୍କ ଦେଢ଼ମାସର ଏକ ଶିଶୁକନ୍ୟା କୁରୁକୁରିରେ ଆସୁଥିବା ଏକ ପ୍ଲାଷ୍ଟିକ ଖେଳନାକୁ ପାଟିରେ ପୁରାଇ ଦେଇଥିଲା । ତାହା ଶିଶୁଟିର ଶ୍ୱାସନଳୀରେ ଲାଗିଯିବାପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଆନନ୍ଦପୁର ଡାକ୍ତରଖାନା ପହଞ୍ଚିବା ପୁର୍ବରୁ ଶିଶୁପୁତ୍ରଟିର ମୃତୁ୍ୟ ହୋଇ ସାରିଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.