ETV Bharat / state

ଘଷିପୁରାରେ ଜମୁଛି ବିଜେଡିର ନିର୍ବାଚନୀ ପ୍ରଚାର

ଘଷିପୁରାରେ ବିଜେଡି ବିଧାନସଭା ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଜୋରଦାର ପ୍ରଚାର କରିଛନ୍ତି। ସେ କେଶଦୁରପାଳରେ ନିର୍ବାଚନୀ ପ୍ରଚାର କରିଥିଲେ।

author img

By

Published : Apr 19, 2019, 11:27 AM IST

Updated : Apr 19, 2019, 11:38 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଅପେକ୍ଷା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ଯେଉଁ ଲୋକସଭା ଓ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ସେଠାରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆଗାମୀ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଲାଣି ଜୋରଦାର ଲଢେଇ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ତେବେ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି। ଏଥର ଘଷିପୁରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ଜୋରଦାର ଟକ୍କର। ଘଷିପୁରା ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ସେ ଗୁରୁବାର କେଶଦୁରପାଳ ଠାରେ ନିର୍ବାଚନୀ ପ୍ରଚାର କରିଥିଲେ। ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ଠାରୁ ଭୋଟ୍ ମାଗିଥିଲେ। ମନ୍ତ୍ରୀଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ବହୁ କର୍ମୀ ସାମିଲ ହୋଇଥିଲେ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

dhrd

Conclusion:
Last Updated : Apr 19, 2019, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.