ETV Bharat / state

କେନ୍ଦୁଝରରେ ଗଣପତିଙ୍କ ଆଗମନକୁ ଅପେକ୍ଷା - ପ୍ରସ୍ତୁତି

ରାତି ପାହିଲେ ଘରେ ଘରେ ବିରାଜିବେ ବିଘ୍ନ ବିନାଶକ । ଆରମ୍ଭ ହେବ ଗଣପତି ବାପାଙ୍କ ପୂଜାର୍ଚ୍ଚନା । ଏନେଇ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ । ଏଥିରୁ ବାଦ ପଡିନି କେନ୍ଦୁଝର ବଜାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 2, 2019, 12:57 AM IST

କେନ୍ଦୁଝର: ଆଉ ମାତ୍ର କେଇ ଘଣ୍ଟା ପରେ ଘରେ ଘରେ ବିରାଜିବେ ବିଘ୍ନ ବିନାଶକ । ଆରମ୍ଭ ହେବ ଗଣପତି ବାପାଙ୍କ ପୂଜାର୍ଚ୍ଚନା । ଏନେଇ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ । ଏଥିରୁ ବାଦ ପଡିନି କେନ୍ଦୁଝର ବଜାର । ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପ୍ରକ୍ରିୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ବଜାରରେ ବିଘ୍ନ ବିନାଶକଙ୍କ ମୂର୍ତ୍ତି କିଣିବାକୁ ଜମିଛି ଭିଡ । ବଜାରରେ ଭଳିକି ଭଳି ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଲୋକମାନେ ନିଜ ପସନ୍ଦର ମୂର୍ତ୍ତି କିଣିଛନ୍ତି । ଏଥିସହ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଗଣେଶ ପୂଜା ପାଇଁ କେନ୍ଦୁଝର ବଜାର ଚଳ ଚଞ୍ଚଳ

Body:ଆଉ ଗୋଟିଏ ଦିନ ପରେ ବିଘ୍ନ ନାଶକ ଗଜାନନ ଙ୍କ ପୂଜା । କୁହାଯାଏ ଗଜାନନ ଙ୍କ ପୂଜା ପରେ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ଏହି ପୂଜା ପାଇଁ ମଧ୍ୟ କେନ୍ଦୁଝର ବଜାର ଚଳ ଚଞ୍ଚଳ ହୋଇଛି । କେନ୍ଦୁଝରରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ପକ୍ଷରୁ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ବଜାରରେ ବିଘ୍ନନାଶକ ଗଣେଶଙ୍କ ମୂର୍ତ୍ତି କିଣିବାକୁ ଭିଡ଼ ପରିଲକ୍ଷିତ ହେଇଛି । କେନ୍ଦୁଝର ବଜାରରେ ଭଲିକି ଭଳି ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଲୋକେମାନେ ନିଜ ପସନ୍ଦର ମୂର୍ତ୍ତି କିଣି ଘରକୁ ନେଇଛନ୍ତି । ଏହା ସହ ପୂଜା ସାମଗ୍ରୀ ଦୋକାନରେ ରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.