ETV Bharat / state

ବେଆଇନ ଗଛକଟାକୁ ନେଇ ବନଖଣ୍ଡ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ - illegal treecutting news in keonjhar

କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ତେଲକୋଇ ବନାଞ୍ଚଳର କଳାପାଟରେ ବେଆଇନ ଗଛକଟା ଘଟଣା ସାମନାକୁ ଆସିବା ପରେ ବନଖଣ୍ଡ ଅଧିକାରୀ ଏସସିଏଫଙ୍କ ଦ୍ଵାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବେଆଇନ ଗଛକଟାକୁ ନେଇ ବନଖଣ୍ଡ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ
author img

By

Published : Nov 5, 2019, 5:54 AM IST

Updated : Nov 5, 2019, 8:14 AM IST

କେନ୍ଦୁଝର: ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ତେଲକୋଇ ବନାଞ୍ଚଳର କଳାପାଟରେ ଦେଖିବାକୁ ମିଳିଥିଲା ଅଜବ ଘଟଣା । ଖୋଦ ଜଙ୍ଗଲ ସୁରକ୍ଷାକାରୀ ତେଲକୋଇ ଡେପୁଟି ରେଞ୍ଜର ଉକ୍ତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବେଆଇନ ଗଛକଟାକୁ ନେଇ ବନଖଣ୍ଡ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ

ଏହି ଗଛକଟା ଚାଲିଥିବାବେଳେ ସଦଳବଳେ ତେଲକୋଇ ରେଞ୍ଜର ଉକ୍ତ କାଠକୁ ଜବତ କରିଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବନ ବିଭାଗ ତତ୍ପର ହୋଇଛି । ସୋମବାର ଉକ୍ତ ଘଟଣାକୁ ନେଇ ଚେତିବା ସହ ବନଖଣ୍ଡ ଅଧିକାରୀ ଏସସିଏଫଙ୍କ ଦ୍ଵାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଠ କଟାଳି କିମ୍ବା କର୍ମଚାରୀ ଯିଏ ବି ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଡେ଼ପୁଟି ରେଞ୍ଜରଙ୍କ ବେଆଇନ ଗଛକଟା ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ବନଖଣ୍ଡ ଅଧିକାରୀBody:ଆଙ୍କର- କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ବନାଞ୍ଚଳ ର କଳାପାଟ ଦେଖିବାକୁ ମିଳିଥିଲା ଅଜବ ଘଟଣା । ଖୋଦ ଜଙ୍ଗଲ ସୁରକ୍ଷାକାରୀ ତେଲକୋଇ ଡେ଼ପୁଟି ରେଞ୍ଜର ଉକ୍ତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟିବାକୁ ନିର୍ଦେଶ ଦେଇଥିଲେ । ଏହି ଗଛକଟା ଚାଲିଥିବା ବେଳେ ସଦଳବଳେ ତେଲକୋଇ ରେଞ୍ଜର ଉକ୍ତ କାଠ କୁ ଜବତ କରିଥିଲେ । ଏହାକୁ ଆମେ ଲୋକ ଲୋଚନକୁ ଆଣିଲା ପରେ ଜଙ୍ଗଲ ବିଭାଗ ତତ୍ପର ହୋଇଛି । ଆଜି ଉକ୍ତ ଘଟଣା କୁ ନେଇ ଚେତିବା ସହ ଏସସିଏଫ ଙ୍କ ଦ୍ଵାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଠ କଟାଳି କି କର୍ମଚାରୀ ଯିଏ ଦାୟୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ତଦନ୍ତ ଅଧିକାରୀ ଠିକ ରିପୋର୍ଟ ଦେଉଛନ୍ତି ନା ନିଜ ବିଭାଗର ଦୋଷ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।
ବାଇଟ- ସନ୍ତୋଷ ଯୋଶୀ ( ବନଖଣ୍ଡ ଅଧିକାରୀ)Conclusion:
Last Updated : Nov 5, 2019, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.