ETV Bharat / state

କୀଟନାଶକ ଛିଞ୍ଚି ଦମ୍ପତି ମୃତ ! - କୀଟନାଶକ ଛିଞ୍ଚି ଦମ୍ପତି ମୃତ

କେନ୍ଦୁଝର ଜିଲ୍ଲା ରଘୁନାଥପୁରରେ ଚାଷ ଜମିରେ କୀଟନାଶକ ପ୍ରୟୋଗ ସମୟରେ ଶ୍ବାସରୁଦ୍ଧ ହୋଇ ଚାଷୀ ମୃତ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଆନନ୍ଦପୁର
author img

By

Published : Oct 4, 2019, 7:09 PM IST

Updated : Oct 5, 2019, 8:54 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବାରିପାଳ ପଞ୍ଚାୟତ ରଘୁନାଥପୁର ଗ୍ରାମରେ ଚାଷ ଜମିରେ କୀଟନାଶକ ଔଷଧ ପ୍ରୟୋଗ ସମୟରେ ଶ୍ବାସରୁଦ୍ଧ ହୋଇ ଚାଷୀ ଦମ୍ପତି ମୃତ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ଘସିପୁରା ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ବିଜୟ ମୁର୍ମୂ ଓ ତାଙ୍କ ସ୍ତ୍ରୀ ପାନ ମୁର୍ମୂ ଚାଷ ଜମିରେ ଔଷଧ ପ୍ରୟୋଗ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଘରକୁ ନ ଫେରିବା ଯୋଗୁଁ ଘରଲୋକ ଖୋଜାଖୋଜି କରି ମଧ୍ୟ ପାଇନଥିଲେ । ଆଜି ଗ୍ରାମବାସୀ ଦୁଇ ଜଣଙ୍କ ମୃତଦେହ ଅଁଳାପାଳ ମୌଜା ଧାନ ବିଲରେ ମୁହଁ ମାଡି ପଡିଥିବା ଦେଖିବାକୁ ପାଇଥିଲେ । ତେବେ କେଉଁ କାରଣ ପାଇଁ ତାଙ୍କର ମୃତ ହୋଇଛି ଜଣା ପଡିନଥିଲେ ମଧ୍ୟ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିପାଳ ପଞ୍ଚାୟତ ରଘୁନାଥପୁର ଗ୍ରାମର ବିଜୟ ମୁର୍ମୂ ଓ ତାଙ୍କ ସ୍ତ୍ରୀ ପାନ ମୁର୍ମୁ ବିଲକୁ ଔଷଧ ପକେଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଘରଲୋକ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଆଜି ଦୁଇ ଜଣଙ୍କ ମୃତ ଦେହ ଅଁଳାପାଳ ମୌଜା ଧାନ ବିଲରେ ମୁହଁ ମାଡି ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ତେବେ କେଉଁ କାରଣ ପାଇଁ ତାଙ୍କର ମୃତ ହୋଇଛି ଜଣା ପଡିନଥିଲେ ମଧ୍ୟ ସ୍ୱସ ରୁଦ୍ଧ ହୋଇ ମରିଥିବା ଅନୁମାନ କରାଯାଉଛି।Body:XConclusion:X
Last Updated : Oct 5, 2019, 8:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.