ETV Bharat / state

ଟୁଣୁଟୁଣା ଗ୍ରାମରେ ହାତୀ ଉପଦ୍ରବ

ଗତ ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଟୁଣୁଟୁଣା ଗ୍ରାମର ଚମ୍ପା ନାୟକଙ୍କ ବିଲରେ ହାତୀ ଉପଦ୍ରଵ । ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।

author img

By

Published : Jun 28, 2019, 2:16 PM IST

Updated : Jun 28, 2019, 2:29 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଚମ୍ପୁଆରେ ହାତୀ ଆତଙ୍କ । ଗତ ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଟୁଣୁଟୁଣା ଗ୍ରାମରେ ହାତୀ ଉପଦ୍ରଵ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ହାତୀମାନେ ଟୁଣୁଟୁଣା ଗ୍ରାମର ଚମ୍ପା ନାୟକଙ୍କ ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଶହଶହ ଧାନ ବିଡା ଖାଇ ନଷ୍ଟ କରିଛନ୍ତି । ।

ଖବର ପାଇ ବନ ବିଭାଗ ଆସି ହାତୀ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି । ତେବେ ହାତୀ ପଲ ଏବେ ଟୁଣୁଟୁଣା ଶାଳ ଜଙ୍ଗଲରେ ଥିବା ଚମ୍ପୁଆ ରେଞ୍ଜର ଘାଶିନାଥ ପାତ୍ର ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 28, 2019, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.