ETV Bharat / state

ହାତୀପଲଙ୍କ ଉପଦ୍ରଵରେ ଭୟଭୀତ ଗ୍ରାମବାସୀ, ବିଫଳ ବନବିଭାଗ - ବନବିଭାଗ ବିଫଳ

କେନ୍ଦୁଝର ତେଲକୋଇ ରେଞ୍ଜ ଅଧିନସ୍ଥ ଖୁଣ୍ଟାପଡା ମନ୍ଦିର ସାହିରେ ହାତୀପଲଙ୍କ ଉପଦ୍ରଵ। ଗ୍ରାମବାସୀ ଭୟଭୀତ । ଅଧିକ ପଢନ୍ତୁ...

elephant damage paddy
ହାତୀପଲଙ୍କ ଉପଦ୍ରଵ
author img

By

Published : Mar 3, 2020, 11:47 AM IST

କେନ୍ଦୁଝର : କେନ୍ଦୁଝର ତେଲକୋଇ ରେଞ୍ଜ ଅଧିନସ୍ଥ ଖୁଣ୍ଟାପଡା ମନ୍ଦିର ସାହିରେ ହାତୀପଲଙ୍କ ଉପଦ୍ରଵ ବଢିବାରେ ଲାଗିଛି । ବିଳମ୍ବିତ ରାତିରେ ମନ୍ଦିର ସାହିରେ ହାତିପଲ ପଶି ଯଶୋବନ୍ତ ପ୍ରଧାନଙ୍କ ଧାନକଳ ଘରକୁ ଭାଙ୍ଗି ୮ ବସ୍ତା ଧାନ ଖାଇ ଥିବା ଅଭିଯୋଗ ହୋଇଛି । ସେହିପରି ଗାଁର ଅନ୍ୟ ଜଣେ ଗ୍ରାମବାସୀ ଶୋବଳ ସାହୁଙ୍କ ଖଳାରେ ଥିବା ୭ ବସ୍ତା ଧାନ ଖାଇଥିବା ଜଣାଡିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀ ପଲ ସାହି ଭିତରେ ପଶି ଉତ୍ପାତ କରିଥିଲେ ।

ହାତୀପଲଙ୍କ ଉପଦ୍ରଵ

ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ । ହାତୀପଲଙ୍କ ମଧ୍ୟରେ ଦନ୍ତା ହାତୀ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ବିଫଳ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

କେନ୍ଦୁଝର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.