ETV Bharat / state

ଫେଲ ମାରୁଛି ଅପରେସନ ଗଜରାଜ, ଦନ୍ତା ଆକ୍ରମଣରେ ଜଣେ ଆହତ

ଦନ୍ତା ମଚାଇଛି ଉପଦ୍ରବ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ। ଦନ୍ତା ଉପରେ ବନବିଭାଗ କର୍ମଚାରୀମାନେ ନଜର ରଖିବା କହିଛନ୍ତି ରାମଚନ୍ଦ୍ରପୁର ଫରେଷ୍ଟର।ଅଧିକ ଖବର ପଢନ୍ତୁ...

elephnat attack
ଫେଲ ମାରୁଛି ଅପରେସନ ଗଜରାଜ,ଦନ୍ତା ଆକ୍ରମଣରେ ଜଣେ ଆହତ
author img

By

Published : Jan 21, 2020, 10:40 AM IST

Updated : Jan 21, 2020, 11:21 AM IST

ଆନନ୍ଦପୁର: ବରାଙ୍ଗ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଦନ୍ତା ମଚାଇଛି ଉପଦ୍ରବ। ନିକଟବର୍ତ୍ତୀ ନାନିକାବାହାଳି ଗାଁରେ ଗତକାଲି ସନ୍ଧ୍ୟାରେ ଏହି ଦନ୍ତା ଜଳିଆ ପୂର୍ତ୍ତି ନାମକ ଯୁବକର ଘର ଭାଙ୍ଗିବା ସହ ଦାଣ୍ଡରେ ବସିଥିବା ଉକ୍ତ ବ୍ୟକ୍ତିକୁ ଦଳିଦେଇଛି । ଗୁରୁତର ଅବସ୍ଥାରେ ବନବିଭାଗ କର୍ମଚାରୀମାନେ ମାନେ ଆନନ୍ଦପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଛନ୍ତି। ହାତୀ ଆକ୍ରମଣରେ ଜଳିଆଙ୍କ ବାମ ଗୋଡ ଭାଙ୍ଗିଯାଇଛି।

ଫେଲ ମାରୁଛି ଅପରେସନ ଗଜରାଜ,ଦନ୍ତା ଆକ୍ରମଣରେ ଜଣେ ଆହତ

ହାତୀ ମାତିଥିବା ଜାଣି ବନବିଭାଗ କର୍ମଚାରୀମାନେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କୁ ସର୍ତକ କରିଥିବା କହିଛନ୍ତି। ହେଲେ ଗୋଟିଏ ଗାଁରେ ଡାକବାଜି ଯନ୍ତ୍ରରେ ସର୍ତକତା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନାନିକାବାହାଳିରେ ଏଭଳି କାଣ୍ଡ ଘଟାଇଛି ଦନ୍ତା ।

ବର୍ତ୍ତମାନ ମଧ୍ୟ ସ୍ଥାନୀୟ ଅଞ୍ଚଳର ଦନ୍ତା ଉପସ୍ଥିତ ରହିଛି। ଦନ୍ତା ଉପରେ ବନବିଭାଗ କର୍ମଚାରୀମାନେ ନଜର ରଖିବା କହିଛନ୍ତି ରାମଚନ୍ଦ୍ରପୁର ଫରେଷ୍ଟର।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ ,ଇଟିଭି ଭାରତ

Intro:2101EB_AND_HatiAttack_R_Anandapur
ଆଙ୍କର-ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତି ଗତକାଲି ସଂନ୍ଧ୍ଯାରୁ ଉପଦ୍ରବ ମଚାଇଛି ।ନିକଟବର୍ତୀ ନାନିକାବାହାଳି ଗାଁ ରେ ଜଳିଆ ପୂର୍ତ୍ତି ନାମକ ଯୁବକ ର ଘର ଭାଙ୍ଗିବା ସହ ଦାଣ୍ଡରେ ବସିଥିବା ଜଳିଆ କୁ ଦଳିଦେଇଛି । ଗୁରୁତର ଅବସ୍ଥାରେ ବନବିଭାଗ କର୍ମଚାରୀମାନେ ମାନେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ହାତି ଆକ୍ରମଣ ତାଙ୍କର ବାମ ଗୋଡ ଭାଙ୍ଗିଯାଇଛି । ହାତୀ ମାତିଥିବା ଜାଣି ବନବିଭାଗ କର୍ମଚାରୀମାନେ ଆଜି ସନ୍ଧ୍ଯାରେ ସ୍ଥାନୀୟ ଲୋକଙ୍କୁ ସର୍ତକ କରିଥିବା କହିଛନ୍ତି ।ହେଲେ ଗୋଟିଏ ଗାଁ ଡାକବାଜି ଯନ୍ତ୍ରରେ ସର୍ତକତା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନାନିକାବାହାଳି ରେ ଏଭଳି କାଣ୍ଡ ଘଟାଇଛି ଦନ୍ତା ।ବର୍ତ୍ତମାନ ମଧ୍ଯ ସ୍ଥାନୀୟ ଅଞ୍ଚଳର ଦନ୍ତା ଉପସ୍ଥିତ ରହିଛି ।ଦନ୍ତା ଉପରେ ବନବିଭାଗ କର୍ମଚାରୀମାନେ ନଜର ରଖିବା କହିଛନ୍ତି ରାମଚନ୍ଦ୍ରପୁର ଫରେଷ୍ଟର ।Body:XConclusion:X
Last Updated : Jan 21, 2020, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.