ETV Bharat / state

କୋରୋନା ପ୍ରଭାବ: ମା ତାରିଣୀଙ୍କ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ - coronavirus symptoms

ମହାମାରୀ କୋରୋନା ପାଇଁ ମା ତାରିଣୀଙ୍କ ଚଳିତ ବର୍ଷ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ମନ୍ଦିର ପ୍ରଶାସକ ଜଣାଇଛନ୍ତି । ଅଧିକ ପଢନ୍ତୁ...

covid19-affect-public-view-closed-during-maatarini-temple-chaiti-festival
କୋରୋନା ପ୍ରଭାବ: ମା ତାରିଣୀଙ୍କ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ
author img

By

Published : Apr 6, 2020, 3:57 PM IST

କେନ୍ଦୁଝର: କୋରୋନା ପାଇଁ ଘଟଣାଁ ତାରିଣୀ ମନ୍ଦିର ବନ୍ଦ । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ମା ତାରିଣୀଙ୍କ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି ବୋଲି ମନ୍ଦିର ପ୍ରଶାସକ ଜଣାଇଛନ୍ତି ।

କୋରୋନା ପ୍ରଭାବ: ମା ତାରିଣୀଙ୍କ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ

କୋରୋନାର ଭୟାବହତାକୁ ଦେଖି ଓଡ଼ିଶାର ମୁଖ୍ୟ ଦେବୀ ପୀଠ ଭାବେ ପରିଚିତ ଘଟଗାଁର ତାରିଣୀଙ୍କର ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ତାରିଣୀ ମନ୍ଦିର ଟ୍ରଷ୍ଟ ସଭାପତି । ଚଇତି ପର୍ବ ମାଙ୍କର ମୁଖ୍ୟ ପର୍ବ ହୋଇଥିବା ବେଳେ ରୀତିନୀତି ଅନୁଯାୟୀ ସମସ୍ତ ପୂଜାବିଧି କରାଯିବ ବୋଲି କହିଛନ୍ତି ।

କୋରୋନାର ପ୍ରଭାବକୁ ମନ୍ଦିରରେ କମେଇବାକୁ ଉଦ୍ଦେଶ୍ୟରେ ପୂର୍ବରୁ ମାଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏହି ପର୍ବରେ ବନ୍ଦ ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ପର୍ବରେ ମନ୍ଦିର ନଆସିବାକୁ ନିବେଦନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.