ETV Bharat / state

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଜବତ ହେବ 6 ଖଣିମାଲିକଙ୍କ ସମ୍ପତ୍ତି

1962 ଅନୁଯାଇ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ 6ଖଣି ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲାପାଳ ।

author img

By

Published : Jun 23, 2019, 4:46 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଖଣିର 23 ଲିଜଧାରିଙ୍କ ବିରୁଦ୍ଧରେ ଆରମ୍ଭ ହୋଇଛି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ । ପଦକ୍ଷେପ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018ମେ 24 ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଓପିଡ଼ିଆର ଆକ୍ଟ 1962 ଅନୁଯାଇ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ 6ଖଣି ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲାପାଳ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏକ ମାସ ମଧ୍ୟରେ ସମ୍ପତି ଜବତ କରିବା ପାଇଁ ପୋଲିସ ଓ ସଂପୃକ୍ତ ତହସିଲଦାରଙ୍କୁ ଏନେଇ ନିର୍ଦେଶ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିବା ଖଣି ଗୁଡିକ ହେଲା ଏସ୍ ଡି ଶର୍ମା, ବିପିଏମ୍ଇ, ବାସୁଦେବ ଅଗ୍ରୱାଲ, ବିକେ ମହାନ୍ତି , ବିଡି ପଟ୍ଟନାୟକ ଓ ନାରାୟଣୀ ଏଣ୍ଡ ସନ୍ସ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟଭି ଭାରତ

Intro:Body:ସୁପ୍ରିମକୋର୍ଟ ନିର୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର 23 ଲିଜଧାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ। ଏଥିପାଇଁ ଜିଲ୍ଲାମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018ମେ 24 ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଛନ୍ତି । ଓପିଡ଼ିଆର ଆକ୍ଟ 1962 ଅନୁଯାଇ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ 6ଖଣି ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରିକଲେ ଜିଲ୍ଲାପାଳ । ଏକ ମାସ ମଧ୍ୟରେ ସମ୍ପତି ଜବତ କରିବା ପାଇଁ ପୋଲିସ ଓ ସଂପୃକ୍ତ ତହସିଲଦାର ଙ୍କୁ ଦେଲେ ନିର୍ଦେଶ ହୋଇଛି । ଖଣି ଗୁଡିକ ହେଲା ଏସ୍ ଡି ଶର୍ମା, ବିପିଏମ୍ଇ, ବାସୁଦେବ ଅଗ୍ରୱାଲ, ବି କେ ମହାନ୍ତି , ବି ଡି ପଟନାୟକ ଓ ନାରାୟଣୀ ଏଣ୍ଡ ସନ୍ସ ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.