ETV Bharat / state

+2 ବାଣିଜ୍ୟରେ ଟପ୍ପର କେନ୍ଦୁଝର ଝିଅ

କେନ୍ଦୁଝରର ବ୍ୟବସାୟୀଙ୍କ ଝିଅ ହେଲେ ରାଜ୍ୟରେ + 2 ବାଣିଜ୍ୟ ଟପ୍ପର । ନିଜ ପରିବାର ସହ କଲେଜର ନାଁ ରଖିଛନ୍ତି ଟପ୍ପର ଲକ୍ଷ୍ମୀ ଅଗ୍ରୱାଲ ।

author img

By

Published : Jun 22, 2019, 5:00 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

କେନ୍ଦୁଝର : କେନ୍ଦୁଝରର ବ୍ୟବସାୟୀଙ୍କ ଝିଅ ହେଲେ ବାଣିଜ୍ୟ ଟପ୍ପର । ସେ ୬୦୦ ନମ୍ବର ରୁ ୫୭୦ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

କେନ୍ଦୁଝରର ବ୍ୟବସାୟୀ ପ୍ରଦୀପ ଅଗ୍ରୱାଲଙ୍କ ଝିଅ ଲକ୍ଷ୍ମୀ ଅଗ୍ରୱାଲ ଯୁକ୍ତ ଦୁଇ ବାଣିଜ୍ୟରେ ୯୫% ରଖି ସାରା ରାଜ୍ୟରେ ୧ ନମ୍ବର ହୋଇଛନ୍ତି । ସେ କେନ୍ଦୁଝର ସହର ସ୍ଥିତ ସିଟିଜିରେ ଅଧ୍ୟୟନରତ ଥିଲେ । ତାଙ୍କ ସଫଳତାର ଶ୍ରେୟ ନିଜ ବାପା ମା' ଓ ସିଟିଜି ଅନୁଷ୍ଠାନକୁ ଦେଇଛନ୍ତି । ଲକ୍ଷ୍ମୀ ଆଗାମୀ ଦିନରେ ଚାଟାର୍ଡ ଆକାଉଣ୍ଟାଣ୍ଟ( ସି.ଏ) ରେ ଅଧ୍ୟୟନ କରିବାକୁ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

Intro:Body:ସ୍ଲଗ-ବାଣିଜ୍ୟ ରେ ନମ୍ବର୧ ହେଲେ କେନ୍ଦୁଝର ର ଝିଅ
ଆଙ୍କର-କେନ୍ଦୁଝର ର ବ୍ୟବସାୟୀ ପ୍ରଦୀପ ଅଗ୍ରୱାଲ ଙ୍କ ଝିଅ ଲକ୍ଷ୍ମୀ ଅଗ୍ରୱାଲ ଯୁକ୍ତ ଦୁଇ ବାଣିଜ୍ୟରେ ୯୫% ରଖି ସାରା ରାଜ୍ୟରେ ୧ ନମ୍ବର ହୋଇଛନ୍ତି । ସେ ୬୦୦ ନମ୍ବର ରୁ ୫୭୦ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ କେନ୍ଦୁଝର ସହର ସ୍ଥିତ ସିଟିଜି ରେ ଅଧ୍ୟୟନ ରତ ଥିଲେ । ସେ ଏହାର ଶ୍ରେୟ ନିଜ ବାପା ମା ଓ ସିଟିଜି ଅନୁଷ୍ଠାନ କୁ ଦେଇଛନ୍ତି । ଲକ୍ଷ୍ମୀ ଆଗାମୀ ଦିନରେ ସି.ଏ ରେ ଅଧ୍ୟୟନ କରିବାକୁ ଆଶା ରଖିଛନ୍ତି ।
ବାଇଟ-୧-ଲକ୍ଷ୍ମୀ ଅଗ୍ରୱାଲ( ଛାତ୍ରୀ)
ବାଇଟ-୨-ପ୍ରଦୀପ ଅଗ୍ରୱାଲ( ବାପା)
ବାଇଟ-୩-ରାଜେନ୍ଦ୍ର ପଲେଇ( ଚେୟାରମ୍ୟାନ,ସିଟିଜି)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.