ETV Bharat / state

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା , ୧୦ ଗୁରୁତର

author img

By

Published : Oct 20, 2019, 6:09 PM IST

ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟିଲା ବସ । ଦୁର୍ଘଟଣାରେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଖବର ପଢନ୍ତୁ...

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ,୧୦ ଗୁରୁତର

କେନ୍ଦୁଝର: କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ଗ୍ରସ୍ତ। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି । ଶ୍ରୀ ଜଗନ୍ନାଥ ନାମକ ବସଟି କେନ୍ଦୁଝର ଜିଲ୍ଲା ସଦର ଥାନା ମନୋହରପୁରରୁ ତେଲକୋଇ ବ୍ଲକର କତରାପାଲି ଗାଁକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ,୧୦ ଗୁରୁତର

ସୂଚନା ଅନୁସାରେ, କାଞ୍ଜିପାଣି ଘାଟିରେ ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ବସ । ଯାହାଫଳରେ ବସ ଭିତରେ ଥିବା ୫୫ ଜଣଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଗୁରୁତର ଆହତ ହେବାସହ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ଗ୍ରସ୍ତ ,୧୦ଗୁରୁତର Body: ଆଙ୍କର-କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ଗ୍ରସ୍ତ ।ଏଥିରେ ୧୦ଜଣ ଗୁରୁତର ଆହାତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରେ୩ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଶ୍ରୀ ଜଗନ୍ନାଥ ନାମକ ବସଟି କେନ୍ଦୁଝର ଜିଲ୍ଲା ସଦର ଥାନା ମନୋହରପୁରରୁ ତେଲକୋଇ ବ୍ଲକର କତରାପାଲି ଗାଁ କୁ ସଦଭାର ନେଇ ଆସୁଥିଲା ।କାଞ୍ଜିପାଣି ଘାଟିରେ ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ଫଳରେ ବସ ଭିତରେ ଥିବା ୫୫ଜଣଯାତ୍ରୀ ଙ୍କ ମଧ୍ୟରୁ ୧୦ଜଣ ଗୁରୁତର ଆହତ ହେବାସହ ଅନ୍ୟମାନେ ସାମାନ୍ୟ ଆହାତ ହୋଇଛନ୍ତି ।ସେମାନଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ଓ ପରେ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଓ ୧୦୮ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲ କୁ ଅଣାଯାଇଥିଲା Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.