ETV Bharat / state

ଆନନ୍ଦପୁରରେ ଓଡିଶା ମୋ ପରିବାରର ରକ୍ତଦାନ ଶିବିର ଆରମ୍ଭ - ଓଡିଶା ମୋ ପରିବାର

ଓଡିଶା ମୋ ପରିବାର ତରଫରୁ ଆନନ୍ଦପୁର ଉପଖଣ୍ଡ ଶାଳବଣୀ ଠାରେ ରକ୍ତଦାନ ଶିବିର ଆୟୋଜନ। ଶାଳବଣି ମହାବିଦ୍ୟାଳୟରେ ଚାରି ଦିନ ପାଇଁ ଆୟୋଜନ ହେବାକୁ ଥିବା ଏହି ରକ୍ତଦାନ ଶିବିର ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।

blood donatiobn camp
ଆନନ୍ଦପୁରରେ ରକ୍ତଦାନ ଶିବିର ଆୟୋଜନ
author img

By

Published : Aug 14, 2020, 5:34 PM IST

ଆନନ୍ଦପୁର: ଓଡିଶା ମୋ ପରିବାର ତରଫରୁ ଆନନ୍ଦପୁର ଉପଖଣ୍ଡ ଶାଳବଣୀ ଠାରେ ରକ୍ତଦାନ ଶିବିର ଆୟୋଜନ। ଶାଳବଣି ମହାବିଦ୍ୟାଳୟରେ ଚାରି ଦିନ ପାଇଁ ଆୟୋଜନ ହେବାକୁ ଥିବା ଏହି ରକ୍ତଦାନ ଶିବିର ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।

ପ୍ରାରମ୍ଭିକ ଦିବସରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ ଏବଂ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଉପସ୍ଥିତ ରହିଥିଲେ।

ଆନନ୍ଦପୁରରେ ରକ୍ତଦାନ ଶିବିର ଆୟୋଜନ

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାମ୍ପ୍ରତିକ ପରିସ୍ଥିତିରେ ରକ୍ତର ଅଭାବ ଦେଖା ଦେଉଥିବାରୁ ଏହିଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.