ETV Bharat / state

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

author img

By

Published : Dec 21, 2020, 4:03 PM IST

ପରୀକୁ ନ୍ୟାୟ ଦାବିରେ ଘସିପୁରାରେ ବିଜେପିର ପଦଯାତ୍ରା । ପୃଥୀରାଜ କୁଅଁରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପଦଯାତ୍ରାରେ ହେଲେ ସାମିଲ । ଅଧିକ ପଢନ୍ତୁ...

bjp pada jatra in anandapur
ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ଆନନ୍ଦପୁର : ପରୀକୁ ନ୍ୟାୟ ଦାବିରେ ଘସିପୁରା ନିର୍ବାଚନ ମଣ୍ଡଳୀ କେଶଦୁରାପାଳ ଠାରେ ପଦଯାତ୍ରା ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ନାରଙ୍ଗପୁର ଠାରୁ ବାଲିପାଳ ଯାଏଁ ପଦଯାତ୍ରା କରିଥିଲେ ।

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ରାଜ୍ୟରେ ୫ହଜାରରୁ ଅଧିକ ନିଖୋଜ ଶିଶୁ ଉଦ୍ଧାର, ପରୀ ମାମଲାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ଗ୍ରାମ ପରିକ୍ରମା କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତି ଜେନା ଓ ବିଜେପି ନେତା ଧନୁର୍ଜୟ ସିଧୁ ଯୋଗଦେଇ ଲୋକମାନଙ୍କୁ ସଚେତନ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.