ETV Bharat / state

ଘସିପୁରା ଓ ଆନନ୍ଦପୁରରେ ବାଜି ମାରିଲା ବିଜେଡି

କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ବଦ୍ରିନାରାୟଣ ପାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୪୭୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ।

author img

By

Published : May 24, 2019, 3:00 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଘସିପୁରା ନିର୍ବାଚନ ମଣ୍ଡଳୀ ହାତେଇଲେ ବଦ୍ରିନାରାୟଣ ପାତ୍ର । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ବଦ୍ରିନାରାୟଣ ପାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୪୭୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏହି ବିଜୟର ଶ୍ରେୟ ସମସ୍ତ କର୍ମୀ ଓ ଭୋଟରଙ୍କୁ ଦେଇଛନ୍ତି ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର । ଘସିପୁରା ଅଞ୍ଚଳର ସମସ୍ତ ବିଜେଡି କର୍ମୀ ଉତ୍ସାହିତ ହୋଇ ଖୁସି ମନାଇଛନ୍ତି । ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ଭାଗିରଥି ସେଠୀ ପ୍ରାୟ ୪୨ ହଜାର ୭୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

କେନ୍ଦୁଝରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.