ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର - bear attack in kendhujhar

ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

bear attack a young man in kendujhar
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
author img

By

Published : Apr 10, 2020, 3:26 PM IST

କେନ୍ଦୁଝର: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶ୍ୟାମସୁନ୍ଦରପୁର ଗାଁର ଉମାକାନ୍ତ ମହାନ୍ତ ନିକଟସ୍ଥ ଜଙ୍ଗଲକୁ ଗାଇ ଚରେଇବାକୁ ଯାଇଥିଲା । ଏହି ସମୟରେ ଖାଦ୍ୟ ଅନ୍ବଷଣରେ ବୁଲୁଥିବା ଭାଲୁ ଉମାକାନ୍ତଙ୍କୁ ଆକ୍ରମଣ କରିଥିଲା ।

ଫଳରେ ତାଙ୍କ ପାଟି ଶୁଣି ନିକଟରେ ଥିବା ଗ୍ରାମବାସୀମାନେ ଭାଲୁକୁ ଘଉଡ଼ାଇ ତାଙ୍କୁ ଉଦ୍ଧାର କରିଥିଲେ । ତେବେ, ଉମାକାନ୍ତଙ୍କ ମୁଣ୍ଡ ଓ ବେକରେ ଭାଲୁ ଆକ୍ରମଣ କରିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.