ETV Bharat / state

ଭାଲୁ ଓ ବାର୍‌ହା ଆକ୍ରମଣରେ ଦୁଇ ଜଣ ଗୁରୁତର - ତେଲକୋଇ ମେଡିକାଲ

ଗୁଣ୍ଡରିଯୋଡା ଗାଁ ବନ୍ଧ ସାହିରେ ଭାଲୁ ଓ ବାର୍‌ହା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 8, 2019, 12:01 PM IST

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧୀନରେ ଭାଲୁ ଓ ବଆର୍‌ହା ଆତଙ୍କ ଦେଖିବାକୁ ମିଳିଛି । ଗୁଣ୍ଡରିଯୋଡା ଗାଁ ବନ୍ଧ ସାହିରେ ଭାଲୁ ଓ ବାର୍‌ହା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଅନୁସାରେ, ଆଜି ସକାଳୁ ଗୁଣ୍ଡରିଯୋଡା ଗାଁର ଜାମୁଦାର ହେସା ହଳ ନେଇ ବିଲକୁ ଯାଉଥିବା ବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ । ସେହିପରି ଅଖିଳ ମୁଖୀ ମଧ୍ୟ ଶୌଚ ହେବାକୁ ଘର ପାଖ ନାଳକୁ ଯାଇଥିବା ବେଳେ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତରBody:ଆଙ୍କର- ତେଲକୋଇ ବନାଞ୍ଚଳ ଅଧିନସ୍ଥ ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁ ବନ୍ଧ ସାହିରେ ବାରାହା ଆକ୍ରମଣ ରେ ଜଣେ ଗୁରୁତର ହୋଇଥିବା ବେଳେ ଭାଲୁ ଆକ୍ରମଣରେ ଆଉଜଣେ ଗୁରୁତର ହୋଇ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଆଜି ସକାଳୁ ଗୁଣ୍ଡରିଯୋଡା ଗାଁ ର ଜାମୁଦାର ହେସା ହଳ ନେଇ ବିଲକୁ ଯାଉଥିବା ବେଳେ ହଳ ଛିଡା କରି ଶୈ।ଚ ହେବା ପାଇଁ ପାଖ ନାଳକୁ ଯାଇଥିବା ବେଳେ ବାରାହା ଆକ୍ରମଣ ର ଶିକାର ହୋଇଥିଲେ ।ଅନ୍ୟଜଣେ ଅଖିଳ ମୂଖୀ ମଧ୍ୟ ଶୈ।ଚ ହେବାକୁ ଘର ପାଖ ନାଳକୁ ଯାଇଥିବା ବେଳେ ତିନିଟି ଭାଲୁ ଙ୍କ ଆକ୍ରମଣରେ ଗୁରୁତର ହୋଇ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.