ETV Bharat / state

ବ୍ୟାଙ୍କରେ ଲମ୍ବା ଲାଇନ, ଗ୍ରାହକ ମାନୁ ନାହାଁନ୍ତି ସାମାଜିକ ଦୂରତା

author img

By

Published : May 26, 2020, 8:25 PM IST

ସାମାଜିକ ଦୂରତାକୁ ନ ମାନି ବ୍ୟାଙ୍କ କାଉଣ୍ଟର ଆଗରେ ଲାଗିଛି ଲମ୍ବାଧାଡି ।

social distance in Anadapur
ଆନନ୍ଦପୁର କରୋନା ଅପଡେଟ

ଆନନ୍ଦପୁର: ବ୍ୟାଙ୍କ କାଉଣ୍ଟର ଆଗରେ ଘଣ୍ଟା ଘଣ୍ଟା ଧରି ଭିଡ଼ ଜମାଉଛନ୍ତି ଗ୍ରାହକ । ମାନୁ ନାହାନ୍ତି ସାମାଜିକ ଦୂରତା । କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଚେତୁ ନାହାଁନ୍ତି ଲୋକେ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଥିବା ବେଳେ ଆନନ୍ଦପୁର ଉପଖଣ୍ଡରେ କେବଳ ଅଧାରୁ ଅଧିକ ରହିଛନ୍ତି ।

ଆନନ୍ଦପୁର କରୋନା ଅପଡେଟ

ହେଲେ ଘସିପୁରା ବ୍ଳକ କେଶଦୁରାପାଳ ଘରୋଇ ବ୍ୟାଙ୍କରେ କୋରୋନା ସଚେତନତା ସତେ ଯେପରି କିଛି ନାହିଁ । ସାମାଜିକ ଦୂରତାକୁ ଖାତିର ନ କରି ବ୍ୟାଙ୍କ କାଉଣ୍ଟର ସମ୍ମୁଖରେ ଗହଳି ଲଗାଇ ବହୁ ସମୟ ଧରି ଠିଆ ହେଉଛନ୍ତି ଗ୍ରାହକ । ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନଜର ରଖୁନାହାନ୍ତି ।

ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.