ଆନନ୍ଦପୁର: ଆନନ୍ଦପୁର ମ୍ୟୁନିସିପାଲଟି ଅଫିସରଙ୍କୁ ଆକ୍ରମଣ। ସକାଳ ବୁଲାବେଳେ ସଫେଇ କର୍ମଚାରୀଙ୍କୁ ତାଗିଦ୍ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ । ସଫେଇ କର୍ମଚାରୀ ମାନେ ଦଳବଦ୍ଧ ଭାବରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି ।
ମ୍ୟୁନିସିପାଲଟି ଅଫିସରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ