ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରେ ହାତୀ ଆକ୍ରମଣ । ବୃଦ୍ଧ ଗୁରୁତର ।

author img

By

Published : Aug 22, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଥମୁନି ହାତୀ ଉତ୍ପାତ । ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ନିଜ ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ ଭୀମସେନ ପ୍ରଧାନ । ଏଭଳି ଅଭାବନୀୟ ଘଟଣା ଘଟିଛି ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଖବର ପାଇଁ ବନ୍ତଳା ବନାଞ୍ଚଳ କର୍ମଚାରୀ ଗାଁରେ ପହଞ୍ଚି ଗୁରୁତର ଭୀମସେନଙ୍କୁ ଅନୁଗୋଳ ଡାକ୍ତରଖାନା ରେ ଭର୍ତ୍ତି କରାଇଛନ୍ତି । ହାତୀ ଆକ୍ରମରେ ତାଙ୍କର ଗୋଟିଏ ଗୋଡ ଭାଙ୍ଗିବା ସହ ଶରୀର ଅଧିକ କ୍ଷତ ହୋଇଥିବା ଜଣାପଡ଼ିଛି । ସେପଟେ ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ହାତୀ ଆକ୍ରମଣ ରୋକିବା ପାଇଁ ବନବିଭାଗର ସବୁ ଉଦ୍ୟମ ସତେ ଯେପରି ବିଫଳ ହେବାରେ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥମୁନି ହାତୀ ଆତଙ୍କ , । ଆଜି ପୁଣି ଜଣକୁ ଆକ୍ରମଣ କଲା ହାତୀ , ଜଣେ ଗୁରୁତର Body:ଅନୁଗୋଳ ରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ନିଜ ଚାଷ ଜମି ପାଖକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଲେ ବୃଦ୍ଧ । ତାଙ୍କ ନାଁ ଭୀମସେନ ପ୍ରଧାନ । ଘର ବନ୍ତଳା ଥାନା ର ଗଡ଼ତରାସ ଗାଁ ରେ । ଖବର ପାଇଁ ବନ୍ତଳା ବନାଞ୍ଚଳ କର୍ମଚାରୀ ଗାଁ ରେ ପହଞ୍ଚି ଗୁରୁତର ଭୀମସେନ ଙ୍କୁ ଅନୁଗୋଳ ଡାକ୍ତର ଖାନା ଙ୍କୁ ଆଣିଛନ୍ତି । ତାଙ୍କର ଗୋଟିଏ ଗୋଡ ଭାଙ୍ଗିବା ସହ ଶରୀରରେ ଆହୁରି ଅଧିକ କ୍ଷତ ହୋଇଥିବା ଜଣା ପଡ଼ିଛି ।Conclusion:ତେବେ ବଢୁଥିବା ଏହି ହାତୀ ଆକ୍ରମଣ ରୋକିବା ପାଇଁ ବିଭାଗ ର ସବୁ ଉଦ୍ୟମ ସତେ ଯେମିତି ଫେଲ ମାରୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.