ETV Bharat / state

ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ରାସ୍ତାରୋକ - road strike

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ମଦ ଦୋକାନ ବନ୍ଦ ଦାବିକରି ରାସ୍ତାରୋକ କଲେ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 26, 2019, 9:27 PM IST

Updated : Jun 27, 2019, 1:28 PM IST

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଗୋପାଳପୁର ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବିରେ ଶତାଧିକ ମହିଳା ପଟ୍ଟାମୁଣ୍ଡାଇ-ରାଜନଗର ମଧ୍ୟରେ ଦୀର୍ଘସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୁଧବାର ମଧ୍ୟାହ୍ନରୁ ଶହଶହ ମହିଳା ଗୋପାଳପୁର ଠାରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଜିଦ ଧରି ବସିଥିଲେ । କାରଣ ମଦ ପିଇ ଗାଁର ପୁରୁଷମାନେ ଘରେ ମାରପିଟ କରୁଥିବାବେଳେ ସବୁବେଳେ ଘରେ ଅଶାନ୍ତି ଲାଗିରହୁଛି । ଯାହାକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିବାବେଳେ ଏହାକୁ ଉଚ୍ଛେଦ କରିବା ନେଇ ମହିଳା ମାନେ ଦାବି କରିବା ସହ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ ।

ଅପରପକ୍ଷରେ ପ୍ରଶାସନର କୌଣସି ଅଧିକାରୀ ମହିଳା ମାନଙ୍କ ଆନ୍ଦୋଳନ ପାଖରେ ପହଞ୍ଚି ନଥିବାବେଳେ ବହୁ ସମୟ ଜୋର ଧରିଥିଲା ଏହି ଆନ୍ଦୋଳନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.06.2019
Radhakanta Mohanty,Kendrapada
Anchor-ମଦ ଦୋକାନ ବିରୋଧରେ ମହିଳାଙ୍କ ମେଳି।
କେନ୍ଦ୍ରାପଡ଼ା ରାଜନଗରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋପାଳପୁର ବଜାରରେ ଥିବା ବିଦେଶୀ ମଦ ଦୋକାନ ଉଛେଦ ଦାବିରେ ଶତାଧିକ ମହିଳା ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତା ଅବରୋଧ କରିବା ଫଳରେ ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଛି।ଆଜି ମଧ୍ୟାହ୍ନରୁ ଶହଶହ ମହିଳା ଗୋପାଳପୁର ଠାରେ ଥିବା ମଦ ଦୋକାନକୁ ଉଠାଇବା ପାଇଁ ଜିଦ ଧରି ବସିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି।ଅପରପକ୍ଷରେ ପ୍ରଶାସନର କୌଣସି ଅଧିକାରୀ ମହିଳା ମାନଙ୍କ ଆନ୍ଦୋଳନ ପାଖରେ ପହଞ୍ଚି ନଥିବା ସୂଚନା ରହିଛି।
।Body:BreakingConclusion:Breaking
Last Updated : Jun 27, 2019, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.