ETV Bharat / state

ଜମି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ, 2 ଗୁରୁତର - କେନ୍ଦ୍ରାପଡାରେ ଦୁଇ ପରିବାର ମୁହାଁମୁହିଁ

କଳାଗଡ ଗାଁର ଅରକ୍ଷିତ ମଲ୍ଲିକ ନିଜର ନୂଆ ଘର ନିର୍ମାଣ ଆରମ୍ଭ କରିବା ସମୟରେ ପୂର୍ବରୁ ପଡୋଶୀଙ୍କ ସହିତ ଜମିବାଡି ବିବାଦ ଥିବାରୁ ତାଙ୍କ ପରିବାର ସଦସ୍ୟମାନଙ୍କୁ ପଡୋଶୀ ମରଣାନ୍ତକ ଆକ୍ରମଣ କରିଥିଲେ । ଅଧିକ ପଢନ୍ତୁ...

land dispute in kendrapara, kendrapara latest news, two families face off in kendrapara, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ଦୁଇ ପରିବାର ମୁହାଁମୁହିଁ, କେନ୍ଦ୍ରାପଡାରେ ଜମି ବିବାଦରୁ ଦୁଇ ପରିବାର ମୁହାଁମୁହିଁ
ଜମି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ, 2 ଗୁରୁତର
author img

By

Published : Mar 13, 2020, 12:43 PM IST

କେନ୍ଦ୍ରାପଡା: ସ୍ଥାନୀୟ ମାର୍ଶାଘାଇ ଥାନା ଅଧିନ କଳାଗଡ ଗାଁରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି । ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ 2 ଜଣ ଗୁରୁତର ଓ 4 ଜଣ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଜମି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ, 2 ଗୁରୁତର

ସୂଚନା ଅନୁଯାୟୀ କଳାଗଡ ଗାଁର ଅରକ୍ଷିତ ମଲ୍ଲିକ ନିଜର ନୂଆ ଘର ନିର୍ମାଣ ଆରମ୍ଭ କରିବା ସମୟରେ ପୂର୍ବରୁ ପଡୋଶୀଙ୍କ ସହିତ ଜମିବାଡି ବିବାଦ ଥିବାରୁ ତାଙ୍କ ପରିବାର ସଦସ୍ୟମାନଙ୍କୁ ପଡୋଶୀ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ଅରକ୍ଷିତ।

ତେବେ ଉଭୟଙ୍କ ମଧ୍ୟରେ ଜମିକୁ ନେଇ ମାରପିଟ ହେବାରୁ କୁସୁମ ମଲ୍ଲିକ ଓ ଲତା ମଲ୍ଲିକ ଗୁରୁତର ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.