ETV Bharat / state

ଟିଟୋ ଲିଙ୍କ: 3 ଅଭିଯୁକ୍ତ କୋର୍ଟ ଚାଲାଣ

ଗୁରୁବାର କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଟିଟୋର କେନ୍ଦ୍ରାପଡା ଘରେ ଚଢାଉ କରି 3ଜଣଙ୍କୁ ଗିରଫ କରିଥିଲା । ଆଜି ଏହି ତିନି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

author img

By

Published : Jun 20, 2019, 5:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ଟିଟୋର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ବେଶ କିଛିଦିନର ନିରବତା ପରେ ପୁଣି ସଜାଗ ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗୁରୁବାର କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଟିଟୋର କେନ୍ଦ୍ରାପଡା ଘରେ ଚଢାଉ କରି 3ଜଣଙ୍କୁ ଗିରଫ କରିଥିଲା । ଆଜି ଏହି ତିନି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଏନେଇ ସଶସ୍ତ୍ର ପୋଲିସ ସହାୟତାରେ ଗିରଫ ହୋଇଥିବା ଅଭିଯୁକ୍ତ ଜି.ବାବୁ, ଚିତ୍ତ ଓ ଅମଜାଦ ଖାଁକୁ ବର୍ତ୍ତମାନ ଭୁବନେଶ୍ୱରରୁ ଅଣାଯାଇ କେନ୍ଦ୍ରାପଡ଼ା କୋର୍ଟରେ ହାଜର କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତଙ୍କ ନାଁରେ ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ବେଆଇନ ବ୍ୟବସାୟ ଅଭିଯୋଗ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଟିଟୋ ସହଯୋଗୀ ଭାବରେ ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ।ଏନେଇ ସଶସ୍ତ୍ର ପୋଲିସ ସହାୟତାରେ ଅଭିଯୁକ୍ତ ଜି.ବାବୁ,ଚିତ୍ତୋ ଓ ଅମଜାଦ ଖାଁକୁ ବର୍ତ୍ତମାନ ଭୁବନେଶ୍ୱର ରୁ ଅଣାଯାଇ କେନ୍ଦ୍ରାପଡ଼ା କୋର୍ଟରେ ହାଜର କରାଯିବ।

Body:Breaking

Conclusion:Breaking

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.