ETV Bharat / state

ବୁଥରେ ଫଟୋ ଉଠାଇବା ନେଇ ଉତ୍ତେଜନା - tensionerupts

ବୁଥରେ ଫଟୋ ଉଠାଇବା ନେଇ ମହାକାଳପଡା 142 ବୁଥରେ ଉତ୍ତେଜନା । ଜଣେ ମତଦାତା ମତଦାନ କେନ୍ଦ୍ରରେ ଫଟୋ ଉଠାଇବା ପରେ ସୃଷ୍ଟି ହୋଇଛି ଉତ୍ତେଜନା । ପୋଲିସର ହସ୍ତକ୍ଷେପ ପରେ ଚାଲିଛି ଭୋଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 29, 2019, 4:03 PM IST

କେନ୍ଦ୍ରାପଡା: ବୁଥରେ ଫଟୋ ଉଠାଇବା ନେଇ ମହାକାଳପଡା 142 ବୁଥରେ ଉତ୍ତେଜନା । ଜଣେ ମତଦାତା ମତଦାନ କେନ୍ଦ୍ରରେ ଫଟୋ ଉଠାଇବା ପରେ ସୃଷ୍ଟି ହୋଇଛି ଉତ୍ତେଜନା । ପୋଲିସର ହସ୍ତକ୍ଷେପ ପରେ ଭୋଟ ଗ୍ରହଣ ପୁନଃ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପଳାସପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବୁଥରେ ଅପରାହ୍ନ 2.45 ମିନିଟରେ ଘଟିଛି ଏହି ଘଟଣା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.