ETV Bharat / state

୧୨ ଦଫା ଦାବି ନେଇ ଟାଟା କର୍ମଚାରୀଙ୍କ ଧାରଣା - ଟାଟା କର୍ମଚାରୀଙ୍କ ଧାରଣା

୧୨ ଦଫା ଦାବି ନେଇ ଟାଟା ଇଲେକ୍ଟ୍ରି ସିଟି ଅଫିସ ଆଗରେ ଠିକା ଶ୍ରମିକଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଅଧିକ ଦରମା ସହ ୧୨ ଦଫା ଦାବି ନେଇ ଟାଟା କର୍ମଚାରୀଙ୍କ ଧାରଣା

author img

By

Published : May 19, 2022, 5:47 PM IST

କେନ୍ଦ୍ରାପଡ଼ା : ଜିଲ୍ଲା ମାର୍ଶାଘାଇ ଟାଟା ଇଲେକ୍ଟ୍ରି ସିଟି ବଣ୍ଟନ ଅଫିସ ଆଗରେ ଦୀର୍ଘ ୧୪ ବର୍ଷ ଧରି କାମ କରି ଆସୁଥିବା ଇଲେକ୍ଟ୍ରି ସିଟି ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି । ଠିକ୍ ସମୟରେ ଦରମା ନମିଳିବା, କମ୍ପାନୀ ୮ ଘଣ୍ଟାରୁ ଅଧିକ କାମ କରାଉଥିଲେ ମଧ୍ୟ କାମ ଅନୁଯାୟୀ ଅଧିକ ଟଙ୍କା ନଦେବା, ସେଫଟି ସାମଗ୍ରୀ ନଦେଇ ସାମଗ୍ରୀ ବ୍ଯବହାର ନକଲେ ଫାଇନ ଆଦାୟ କରିବା ଭଳି ଟାଟା ଦମନମୂଳକ ନୀତି ଆପଣାଇବା ପ୍ରତିବାଦରେ ୧୨ ଦଫା ଦାବି ନେଇ ଗତକାଲିଠାରୁ ଶ୍ରମିକମାନେ ଧାରଣା ଦେଇଛନ୍ତି ।

ଅଧିକ ଦରମା ସହ ୧୨ ଦଫା ଦାବି ନେଇ ଟାଟା କର୍ମଚାରୀଙ୍କ ଧାରଣା

ଦାବି ପୂରଣ ନହେବା ପର୍ଯ୍ଯନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି କହିଛନ୍ତି । ଅପରପକ୍ଷରେ ଟାଟା ଇଲେକ୍ଟ୍ରି ସିଟି ଅଧିକାରୀ ଏହି ଧାରଣାକୁ ନେଇ କୌଣସି ମତାମତ ଦେଇନାହାନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.