ETV Bharat / state

କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି, 7 ପ୍ଲାଟୁନ ଫୋର୍ସ ମୁତୟନ

author img

By

Published : Jul 25, 2021, 1:19 PM IST

ହାଇଦରର ଜନ୍ମ ମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇ ୧୪୪ ଧାରୀ ଜାରି କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି ପରେ ଏସପିଙ୍କ ପ୍ରତିକ୍ରିୟା

କେନ୍ଦ୍ରାପଡା: କଳା ସମ୍ରାଜ୍ୟର ବାଦଶାହ ହାଇଦର ପୋଲିସ ଏନକାଉଣ୍ଟରରେ ଟଳିପଡିଛି । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅନ୍ୟପଟେ ହାଇଦରର ଜନ୍ମ ମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ବ୍ୟାବସ୍ଥାକୁ କଡାକଡି କରାଯାଇଛି ।

ସହରର 21ଟି ୱାର୍ଡ ସମେତ ସହର ସଂଲଗ୍ନ 4ଟି ପଞ୍ଚାୟତରେ 144 ଧାରା ଜାରି କରାଯାଇଛି । ଏହିସବୁ ସ୍ଥାନ ମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣ ଅଧୀନରେ ରହିଛି ଓ ପାଟ୍ରୋଲିଂ ସମେତ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.