ETV Bharat / state

CAA ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ସିପିଆଇ ନେତା - CAA against protest news

ନାଗରିକତା ସଂଶୋଧନ ଆଇନକୁ(CAA)ପ୍ରତିବାଦ କରି ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାରେ CPI, CPI(M) ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି।

protest against caa_
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Dec 19, 2019, 2:10 PM IST

କେନ୍ଦ୍ରାପଡା: ନାଗରିକତା ସଂଶୋଧନ ଆଇନକୁ(CAA)ପ୍ରତିବାଦ କରି ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାରେ CPI, CPI(M) ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଏହି ଗଣବିକ୍ଷୋଭରେ CAA ଆଇନ ସମ୍ବିଧାନ ବିରୋଧୀ ଓ ଦେଶ ବିରୋଧୀ ବୋଲି ଉପସ୍ଥିତ ନେତାମାନେ ନିଜ ନିଜର ଅଭିଭାଷଣରେ କହିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

CPI ନେତା ଗୟାଧର ଧଳ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହିତ ଦେଶରେ ବେକାରୀ, ଦରଦାମ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଛନ୍ତି ଓ ହିନ୍ଦୁ ମୁସଲମାନ ଗଣନା କରୁଛନ୍ତି ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:19.12.2019
Radhakanta Mohanty, Kendrapada
Slug-od_kpr_protest against caa_script_7204459
Anchor-ନାଗରିକ ସଂଶୋଧନ ଆଇନକୁ(CAA)ପ୍ରତିବାଦ କରି ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ CPI,CPI(M) ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି।ଏହି ଗଣବିକ୍ଷୋଭରେ CAA ଆଇନ ସମ୍ବିଧାନ ବିରୋଧି ଓ ଦେଶ ବିରୋଧି ବୋଲି ଉପସ୍ଥିତ ନେତାମାନେ ନିଜନିଜର ଅଭିଭାଷଣରେ କହିଥିଲେ।CPI ନେତା ଗୟାଧର ଧଳ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରବାଜି କରିବା ସହିତ ଦେଶରେ ବେକାରୀ,ଦରଦାମ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଛନ୍ତି ଓ ହିନ୍ଦୁ ମୁସଲମାନ ଗଣନା କରୁଛନ୍ତି ବୋଲି କହିଥିଲେ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.