ETV Bharat / state

ପାଟକୁରା ନିର୍ବାଚନ: ଲାଗୁ ହେଲା କୋଡ ଅଫ କଣ୍ଡକ୍ଟ - Kendrapara

କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା 20 ତାରିଖରେ ନିର୍ବାଚନ ହେବ । ତେବେ ଏନେଇ ଆଜି ଠାରୁ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 4, 2019, 9:48 PM IST

କେନ୍ଦ୍ରାପଡା: ଆଜିଠାରୁ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ । ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସମଗ୍ର ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଚରଣ ବିଧି ଲାଗୁ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ନିର୍ବାଚନ ପରିଚାଳନା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ତେବେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ମତଦାନ ଗ୍ରହଣ ହେବାକୁ ଥିବା 309 ଗୋଟି ବୁଥରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ 20 ତାରିଖରେ ନିର୍ବାଚନ ହେବ । ଏହାର ଫଳାଫଳ 24 ବାହାରିବା ନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:04.07.2019
Radhakanta Mohanty, Kendrapada
Slug-od_kpr_02_pressmeet_script_7204459
Anchor- ଆଜି ଠାରୁ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା | ଏ ନେଇ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ସମଗ୍ର ଜିଲାରେ ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ଆଚରଣ ବିଧି ଲାଗୁ କରାଯାଇଛି | ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ଆଜି କେନ୍ଦ୍ରାପଡ଼ା ଜିଲାପାଳ ନିର୍ବାଚନ ପରିଚାଳନା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଥିଲେ | ତେବେ ବର୍ଷା ରୁତୁ କୁ ଦୃଷ୍ଟିରେ ରଖି vote ଗ୍ରହଣ ହେବାକୁ ଥିବା 309 ଗୋଟି ବୁଥ ରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି |
Byte-ସମର୍ଥ ବର୍ମା(ଜିଲାପାଳ, କେନ୍ଦ୍ରାପଡ଼ା)Body:VisualConclusion:Byte
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.