ETV Bharat / state

କେନ୍ଦ୍ରାପଡାରେ ପଲ୍ଲିଶ୍ରୀ ମେଳା ଉଦଘାଟନ

କେନ୍ଦ୍ରାପଡା ଜିଲ୍ଲାର ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଛନ୍ତି ରାଜ୍ୟ ସମବାୟ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

author img

By

Published : Dec 21, 2019, 5:33 AM IST

kendrapada pallishree mela
କେନ୍ଦ୍ରାପଡାରେ ପଲ୍ଲିଶ୍ରୀ ମେଳା ଉଦଘାଟନ

କେନ୍ଦ୍ରାପଡା: ଜିଲ୍ଲାର ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଛନ୍ତି ରାଜ୍ୟ ସମବାୟ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଜିଲ୍ଲାର ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଘରକରଣା ଦ୍ରବ୍ୟର ବିକାକିଣା ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରାପଡା ବିଧାୟକ କହିଛନ୍ତି ।

କେନ୍ଦ୍ରାପଡାରେ ପଲ୍ଲିଶ୍ରୀ ମେଳା ଉଦଘାଟନ

ଏହାସହ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନରେ କୁଟିରଶିଳ୍ପ ଆମ ରାଜ୍ୟର ମହିଳାମାନଙ୍କ ଦ୍ବାରା ସମ୍ଭବ ହୋଇ ପାରୁଛି ବୋଲି ରିଜନଗର ବିଧାୟକ ଧୃବ ସାହୁ କହିଥିଲେ । ମନ୍ତ୍ରୀ ଓ ବିଧାୟକ ମାନେ ମେଳାରେ ସ୍ଥାନ ପାଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ବେଳେ ଅନେକ ଷ୍ଟଲରୁ ବିଭିନ୍ନ ଘରକରଣା ଜିନିଷ ମାନ କିଣିଥିଲେ । ଓରମାସ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହାୟତାରେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବରେ ଜିଲ୍ଲାର ବିଭିନ୍ନ ସାସ୍କୃତିକ ଦଳମାନଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରୁ ସାଂସ୍କୃତିକ ଦଳ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରୁଛନ୍ତି ।

ଏହାଛଡା ଦୋଳି ଖେଳ ଚଟାପଟ ଖାଦ୍ୟର ଆସର ପଲ୍ଲୀଶ୍ରୀ ମେଳାରେ ଆଉ ଏକ ଆକର୍ଷଣ ପାଲଟିଛି । ସେହିପରି ଦେଶରେ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଆଇନ ଫଳରେ ଦେଶର ଅନେକ ପ୍ରାନ୍ତରେ ଧ୍ବଂସ ଲୀଳା ଆରମ୍ଭ ହୋଇଛି । ହେଲେ ଆମ ରାଜ୍ୟରେ ତାହା ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ବିମୁଦ୍ରିକରଣ ପରେ ଦେଶର ଅର୍ଥନୀତି ଉପରେ ଏହାର ଜବରଦସ୍ତ ପ୍ରତିକୂଳ ପ୍ରଭାବ ପଡିଛି । ସାରା ଦେଶରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଯେପରି ନକାରାତ୍ମକ ଅବସ୍ଥା ସୃଷ୍ଟି ହୋଇଛି ତାହାର ଫଳ ଆମେମାନେ ପ୍ରତି କ୍ଷେତ୍ରରେ ଅନୁଭବ କରୁଛେ । ଦେଶର ଏପରି ମାନ୍ଦା ଅବସ୍ଥାରେ ଏହିପରି ମେଳା ମାନଙ୍କରେ ଘରୋଇ ଊତ୍ପାଦନର ବିକ୍ରିବଟା ଦେଶ ତଥା ରାଜ୍ୟର ଅର୍ଥନୀତିରେ ଅନେକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସମବାୟ ମନ୍ତ୍ରୀ କେନ୍ଦ୍ରାପଡା ଠାରେ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:21.12.2019
Radhakanta Mohanty,Kendrapada
Slug-od_kpr_pallishree mela_script_7204459
Anchor-କେନ୍ଦ୍ରାପଡାର ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଛନ୍ତି ରାଜ୍ୟ ସମବାୟ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଘରକରଣା ଦ୍ରବ୍ୟର ବିକାକିଣା ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରାପଡା ବିଧାୟକ କହିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନରେ କୁଟିରଶିଳ୍ପ ଆମ ରାଜ୍ୟର ମହିଳା ମାନଙ୍କ ଦ୍ବାରା ସମ୍ଭବ ହୋଇ ପାରୁଛି ବୋଲି ରିଜନଗର ବିଧାୟକ ଧୃବ ସାହୁ କହିଥିଲେ ।ମନ୍ତ୍ରୀ ଓ ବିଧାୟକ ମାନେ ମେଳାରେ ସ୍ଥାନ ପାଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ବେଳେ ଅନେକ ଷ୍ଟଲରୁ ବିଭିନ୍ନ ଘରକରଣା ଜିନିଷ ମାନ କିଣିଥିଲେ । ଓର୍ମାସ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହାୟତାରେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବରେ ଜିଲ୍ଲାର ବିଭିନ୍ନ ସାସ୍କୃତିକ ଦଳ ମାନଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରୁ ସାସ୍କୃତିକ ଦଳ ମାନ ପ୍ରତି ସଂଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରୁଛନ୍ତି । ଏହାଛଡା ଦୋଳି ଖେଳ ଚଟାପଟ ଖାଦ୍ୟର ଆସର ପଲ୍ଲୀଶ୍ରୀ ମେଳାରେ ଆଉ ଏକ ଆକର୍ଷଣ ପାଲଟିଛି ।ସେହିପରି ଦେଶରେ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଆଇନ ଫଳରେ ଦେଶର ଅନେକ ପ୍ରାନ୍ତରେ ଧ୍ବଂସ ଲୀଳା ଆରମ୍ଭ ହୋଇଛି । ହେଲେ ଆମ ରାଜ୍ୟରେ ତାହା ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ବିମୁଦ୍ରିକରଣ ପରେ ଦେଶର ଅର୍ଥନୀତି ଉପରେ ଏହାର ଜବରଦସ୍ତ ପ୍ରତିକୂଳ ପ୍ରଭାବ ପଡିଛି । ସାରା ଦେଶରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଯେପରି ନକାରାତ୍ମକ ଅବସ୍ଥା ସୃଷ୍ଟି ହୋଇଛି ତାହାର ଫଳ ଆମେମାନେ ପ୍ରତି କ୍ଷେତ୍ରରେ ଅନୁଭବ କରୁଛେ ।ଦେଶର ଏପରି ମାନ୍ଦା ଅବସ୍ଥାରେ ଏହିପରି ମେଳା ମାନଙ୍କରେ ଘରୋଇ ଊତ୍ପାଦନର ବିକ୍ରି ବଟା ଦେଶ ତଥା ରାଜ୍ୟର ଅର୍ଥନୀତିରେ ଅନେକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କେନ୍ଦ୍ରାପଡା ଠାରେ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।Body:Byt-ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ମାନ୍ୟବର ମନ୍ତ୍ରୀ)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.