ETV Bharat / state

ଶ୍ରୀକୃଷ୍ଣଙ୍କ ପାଇଁ ନିଜକୁ ସଜାଇଲେ ପ୍ରିୟଙ୍କା; ସେ ମୀରାବାଇ..ରାଧାରାଣୀ ! - ପ୍ରିୟଙ୍କା ସାହାଣୀ

ମୁହଁର ଉପର ଭାଗକୁ ମୀରାବାଇ, ମଧ୍ୟଭାଗକୁ ଶ୍ରୀକୃଷ୍ଣ ଓ ତଳ ଭାଗକୁ ରାଧାଙ୍କ ଭଳି ଆଙ୍କିଛନ୍ତି ପ୍ରିୟଙ୍କା । ଯାହାକି ଏବେ ସାରା ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଇଛି । ଅଧିକ ପଢନ୍ତୁ...

ଶରୀରରେ ରାଧା-କୃଷ୍ଣଙ୍କ ଜୀବନ୍ତ କରି ପ୍ରଶଂସା ସାଉଟୁଛନ୍ତି ପ୍ରିୟଙ୍କା

author img

By

Published : Aug 30, 2021, 10:01 PM IST

କେନ୍ଦ୍ରାପଡା: ସିଏ ମୀରାବାଇ.. ପୁଣି ସିଏ ରାଧାରାଣୀ । ଜନ୍ମାଷ୍ଟମୀ ଅବସରରେ ଓଡ଼ିଆ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ନିଆରା ଫେସ୍ ଆର୍ଟ । ମୁହଁର ଉପର ଭାଗକୁ ମୀରାବାଇ, ମଧ୍ୟଭାଗକୁ ଶ୍ରୀକୃଷ୍ଣ ଓ ତଳ ଭାଗକୁ ରାଧାଙ୍କ ଭଳି ଆଙ୍କିଛନ୍ତି ପ୍ରିୟଙ୍କା । ଯାହାକି ଏବେ ସାରା ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଇଛି ।

ଶରୀରରେ ରାଧା-କୃଷ୍ଣଙ୍କ ଜୀବନ୍ତ କରି ପ୍ରଶଂସା ସାଉଟୁଛନ୍ତି ପ୍ରିୟଙ୍କା
ଶରୀରରେ ରାଧା-କୃଷ୍ଣଙ୍କ ଜୀବନ୍ତ କରି ପ୍ରଶଂସା ସାଉଟୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରନ୍ତି । ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରିୟଙ୍କା ନିଜର ଏଭଳି ଅନନ୍ୟ କଳାକୃତି ସୋସିଆଲ ମିଡିଆରେ ମନମୋହୁଛି । ପ୍ରିୟଙ୍କା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ, ବିଭିନ୍ନ ପର୍ବପର୍ବାଣିରେ ମଧ୍ୟ ଶରୀରରେ ଏଭଳି ଆର୍ଟ କରି ପ୍ରଶଂସା ସାଉଁଟିଛନ୍ତି ।

ଏହାପୂର୍ବରୁ ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଅଲମ୍ପିକରେ ମନୋବଳ ବଢାଇବା ପାଇଁ ଏକ ଷ୍ଟିଲ ଥାଳିରେ ଓଡ଼ିଶାର ଖେଳାଳୀଙ୍କ ଏକ ସୁନ୍ଦର କଳାକୃତି ତିଆରି କରିଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.