ETV Bharat / state

ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ, ବଢିଲା ଆଶା - କେନ୍ଦ୍ରାପଡା ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିଲେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ

କେନ୍ଦ୍ରାପଡା ମହାକାଳପଡା ବ୍ଲକର ବତିଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଅଞ୍ଚଳ ବୁଲି ଦେଖିଛନ୍ତି ଆର୍ସେଲ୍ ମିତ୍ତଲର ଉଚ୍ଚ ପଦାଧିକାରୀ ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନରେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ, ଶିଳ୍ପ ଆଶା ସଞ୍ଚାର

author img

By

Published : May 27, 2022, 11:12 AM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକର ବତିଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଅଞ୍ଚଳ ବୁଲି ଦେଖିଛନ୍ତି ଆର୍ସେଲ୍ ମିତ୍ତଲର ଉଚ୍ଚ ପଦାଧିକାରୀ ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ । ଏହି ପ୍ରତିନିଧି ଦଳ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ଠାରେ ଥିବା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଥିବା ସୂଚନା ମିଳିଛି ।

ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନରେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ, ଶିଳ୍ପ ଆଶା ସଞ୍ଚାର

ମିତ୍ତଲ କମ୍ପାନୀର ଦୁଇ ଜଣିଆ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଚାନକ ଗସ୍ତ ଫଳରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଶା ସଞ୍ଚରିତ ହୋଇଛି । ସୂଚନା ଯୋଗ୍ୟ, ଏହି ପ୍ରସ୍ତାବିତ ସ୍ଥାନରେ ଆର୍ସେଲର ମିତ୍ତଲ ପକ୍ଷରୁ 50 ହଜାର କୋଟି ଟଙ୍କା ବିନିଯୋଗ କରାଯାଇ 12MTPA ଇଣ୍ଟିଗ୍ରେଟେଡ଼ ଷ୍ଟିଲ କମ୍ପ୍ଲେକ୍ସ ପ୍ରତିଷ୍ଠା ନେଇ ମାର୍ଚ୍ଚ 4ରେ MoU ସ୍ୱାକ୍ଷରିତ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.