ETV Bharat / state

କାନଭାସ ନୁହେଁ ପତ୍ର-ଫୁଲରେ ‘କାଳିଆ’ - priyanka sahani

ଭିନ୍ନ ଏକ ଉପାୟରେ ରଥଯାତ୍ରା ପାଳନ କରିବାକୁ ଚିନ୍ତା କରିଛନ୍ତି କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । କାଗଜ ନୁହେଁ ପତ୍ର, ଫୁଲ ସହ ନଖ, ବିସ୍କୁଟ ଆଦିରେ କାଳିଆ ସାଆନ୍ତଙ୍କର ଚିତ୍ର ଆଙ୍କିଛନ୍ତି । ଅଧିକ ପଢ଼ନ୍ତୁ...

miniature artist from kendrapara, artist priyanka sahani, painting of lord jagannath, painting balabhadra and subhadra, painting of jagnnath in different objects, ଫୁଲରେ କାଳିଆକୁ ଆଙ୍କିଲେ ପ୍ରିୟଙ୍କା,  ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ, ରଥଯାତ୍ରା, ରଙ୍ଗତୂଳୀରେ କାଳିଆ, ମହାପ୍ରଭୁ ଜଗନ୍ନାଥ, ସଫ୍ଟୱେୟାର ଡେଭଲପର, software developer
କାଗଜ ନୁହେଁ ପତ୍ର ଫୁଲରେ କାଳିଆକୁ ଆଙ୍କିଲେ ପ୍ରିୟଙ୍କା
author img

By

Published : Jul 3, 2021, 10:20 PM IST

ହାଇଦ୍ରାବାଦ: ଆଉ କିଛିଦିନ ପରେ ଭାଇ ଭଉଣୀଙ୍କୁ ଧରି ରଥଯାତ୍ରାରେ ବାହାରିବେ ମହାପ୍ରଭୁ ଜଗନ୍ନାଥ । କୋରୋନା ସମୟରେ ବିନା ଭକ୍ତରେ ଚଳିତ ଥର ମଧ୍ୟ ରଥଯାତ୍ରା ହେବାକୁ ଥିବା ବେଳେ ଭିନ୍ନ ଏକ ଉପାୟରେ ରଥଯାତ୍ରା ପାଳନ କରିବାକୁ ଚିନ୍ତା କରିଛନ୍ତି କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

miniature artist from kendrapara, artist priyanka sahani, painting of lord jagannath, painting balabhadra and subhadra, painting of jagnnath in different objects, ଫୁଲରେ କାଳିଆକୁ ଆଙ୍କିଲେ ପ୍ରିୟଙ୍କା,  ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ, ରଥଯାତ୍ରା, ରଙ୍ଗତୂଳୀରେ କାଳିଆ, ମହାପ୍ରଭୁ ଜଗନ୍ନାଥ, ସଫ୍ଟୱେୟାର ଡେଭଲପର, software developer
ସୌଜନ୍ୟ- portraitbypriyanka କାଳିଆ ଚିତ୍ରର କାନଫୁଲ

କଳାର ଠାକୁର କାଳିଆକୁ ନିଜ ରଙ୍ଗତୂଳୀରେ ଅତି ନିଖୁଣ ଭାବରେ ଆଙ୍କି ଦେଉଛନ୍ତି ବେଙ୍ଗାଲୁରୁରେ ସଫ୍ଟୱେୟାର ଡେଭଲପର ଭାବେ କାର୍ଯ୍ୟ କରୁଥିବା ପ୍ରିୟଙ୍କା । ତେବେ ସବୁଠାରୁ ବେଶୀ ଯାହା ଆକର୍ଷିତ କରୁଛି ତାହା ହେଉଛି ପ୍ରିୟଙ୍କା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର କୌଣସି କାଗଜ କିମ୍ବା କାନଭାସ ନୁହେଁ ବରଂ ବିଭିନ୍ନ ଜିନିଷ ଉପରେ ଆଙ୍କିଛନ୍ତି ।

ସୌଜନ୍ୟ- portraitbypriyanka ଓସ୍ତ ପତ୍ରରେ ଜଗନ୍ନାଥ

ସୌଜନ୍ୟ- portraitbypriyanka ଆଳୁରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା

ସୌଜନ୍ୟ- portraitbypriyanka

ତୁଳସୀ ପତ୍ର, ଅଶ୍ବତ୍ଥ ପତ୍ର, ଫୁଲ, ଚେରୀ, ତରଭୁଜ, କଦଳୀ, ପଣସ ମଞ୍ଜି, ରାଜମା, ବାଦାମ, ଆଳୁ, କାନଫୁଲ, ମାଳି, ବିସ୍କୁଟ, ଚିଉଇଙ୍ଗ ଗମ୍‌, ଆଦିରେ କାଳିଆର ଚିତ୍ର ଆଙ୍କିଛନ୍ତି ପ୍ରିୟଙ୍କା । ଏପରିକି ସେ ନିଜ ନଖରେ ମଧ୍ୟ ଆଙ୍କିଛନ୍ତି ଜଗନ୍ନାଥଙ୍କ ପ୍ରତିକୃତି । 108 ଟି ଜିନିଷ ଉପରେ ତିନି ଠାକୁରଙ୍କ ଚିତ୍ର ଆଙ୍କିବେ ବୋଲି ପ୍ରିୟଙ୍କା ଲକ୍ଷ୍ୟ ରଖିଛନ୍ତି ।

ସୌଜନ୍ୟ- portraitbypriyanka ଫୁଲରେ ଜଗନ୍ନାଥ

ନିଜ ସ୍ବର୍ଗତ ପିତା ବିବେକାନନ୍ଦ ସାହାଣୀଙ୍କ ଠାରୁ ଚିତ୍ରକଳା ଶିଖିଥିବା ପ୍ରିୟଙ୍କା ଏପର୍ଯ୍ୟନ୍ତ 35 ଟି ଚିତ୍ର ଆଙ୍କି ସାରିଛନ୍ତି । ରଥ ଯାତ୍ରା ପୂର୍ବରୁ ସେ ନିଜର 108 ଚିତ୍ରର ଲକ୍ଷ୍ୟ ପୂରଣ କରିବେ ବୋଲି ବିଶ୍ବାସ ରଖିଛନ୍ତି ।

ସବୁବେଳେ କିଛି ଭିନ୍ନ କରିବାକୁ ଆଶା ରଖିଥିବା ପ୍ରିୟଙ୍କା ଏହି ରଥଯାତ୍ରା ସମୟରେ ମଧ୍ୟ କିଛି ଭିନ୍ନ କରିବାର ଲକ୍ଷ୍ୟରେ ଏହି ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି । ଏକ୍ରେଲିକ ରଙ୍ଗ, ଛୁଞ୍ଚି, ଓ ତୂଳୀ ବ୍ୟବହାର କରି ପ୍ରିୟଙ୍କା ଆଙ୍କି ପକାନ୍ତି ଜଗା କାଳିଆର ଚିତ୍ର ସବୁ । ତାଙ୍କ ଚିତ୍ର ଗୁଡ଼ିକୁ ଦେଖିଲେ ଯେକୌଣସି ବ୍ୟକ୍ତିର ମନମୁଗ୍ଧ ହୋଇଯିବ ।

ସୌଜନ୍ୟ- portraitbypriyanka ତୁଳସୀରେ ଜଗ୍ନନାଥ

ସୌଜନ୍ୟ- portraitbypriyanka କଦଳୀରେ କାଳିଆ

ସୌଜନ୍ୟ- portraitbypriyanka ତରଭୁଜରେ ମହାବାହୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.