ETV Bharat / state

panchayat polls: ଭୋଟ ଦେଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି। ଏହି ପରିପ୍ରେକ୍ଷୀରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିଜ ମତାଧିକାର ସାବାସ୍ତ କରିଛନ୍ତି। ଅଧିକ ପଢ଼ନ୍ତୁ

mahakalpada mla casts his vote for panchayat election
panchayat polls: ଭୋଟ ଦେଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ
author img

By

Published : Feb 22, 2022, 11:05 AM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି। କେନ୍ଦ୍ରାପଡ଼ା ଜିଲ୍ଲାରେ ଜନତା ଭୋଟ ଦେଉଛନ୍ତି। ନିର୍ବାଚନକୁ ସଠିକ ରୂପେ ତୁଲାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ନିଜ ଗ୍ରାମ ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ଅରିଲୋ ୧୦ନମ୍ବର ବୁଥରେ ମତଦାନ କରିଛନ୍ତି।

panchayat polls: ଭୋଟ ଦେଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ

ଭୋଟ ଦେବା ମୌଳିକ ଅଧିକାର ଓ ଏଥିରୁ କେହି ବିରତ ରହିବା ଉଚିତ ନୁହେଁ ବୋଲି ବିଧାୟକ ଅତନୁ ସବ୍ୟସାଚୀ ନିଜର ମତ ପ୍ରକାଶ କରିଛନ୍ତି। ଭୋଟ ଦେବା ପାଇଁ ଲୋକଙ୍କ ମନରେ ଉତ୍ସାହ ରହିଥିବା ମଧ୍ୟ ସେ କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.