ETV Bharat / state

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ହେଭିଓ୍ବେଟ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ 29 ତାରିଖ ଦିନ ହେବାକୁ ଥିବା ହେଭିୱେଟ ନେତୃମଣ୍ଡଳୀ କେନ୍ଦ୍ରପଡା ଆସି ପ୍ରଚାରର ଅନ୍ତିମ ଦିନରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

author img

By

Published : Apr 28, 2019, 2:32 AM IST

ଫୋଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରପଡା: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ 29 ତାରିଖ ଦିନ ହେବାକୁ ଥିବା ହେଭିୱେଟ ନେତୃମଣ୍ଡଳୀ କେନ୍ଦ୍ରପଡା ଆସି ପ୍ରଚାରର ଅନ୍ତିମ ଦିନରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଭି଼ିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡ଼ା

କଂଗ୍ରେସ ପକ୍ଷରୁ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବାଵର, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରମୁଖ ପ୍ରଚାରରେ ଯୋଗଦେଇ ଲୋକସଭା ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ ଓ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ।

କଂଗ୍ରେସ ନେତା ରାଜ ବବର ବିଜେଡିକୁ ଟାର୍ଗେଟ କରିବା ସହିତ ବିଜେଡି ସବୁବେଳେ ବିଜେପିର ସାଥ୍ ଦେଉଥିବା କଥା କହିଥିଲେ ।

ସେହିପରି ବିଜେପି ପକ୍ଷରୁ ଅନେକ ହେଭିୱେଟ ନେତା କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଚାରରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଭିନ୍ନ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଥିଲେ । ଗତ ୨୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲାରେ ବଡଧରଣର ପ୍ରଚାରରେ ସାମିଲ ହୋଇଥିଲା ବେଳେ ସମ୍ବିତ ପାତ୍ର, ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକବି, ପୀୟୂଷ ଗୋଏଲ, ଚଳଚିତ୍ର ଅଭିନେତା ବାବୁଶାନ, ଶ୍ରୀତମ ଦାସ, ହରି ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ ।

ସାଂସଦ ପାର୍ଥୀ ବୈଜନ୍ତ ପଣ୍ଡା ଦିବଙ୍ଗତ ବିଜେଡି ପାର୍ଥୀ ବେଦ ପ୍ରକାଶଙ୍କ ଆତ୍ମାର ଶାନ୍ତି କାମନା ରରିବା ସହିତ କୌଣସି ରାଜନୈତିକ ପ୍ରତିକ୍ରିୟା ଦେବାକୁ ମନା କରିଥଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.